Skip to playerSkip to main content
  • 7 weeks ago
ବ୍ରହ୍ମପୁର: ପ୍ରକାଶ ପାଇଛି ଚଳିତବର୍ଷର ମାଟ୍ରିକ ପରୀକ୍ଷାଫଳ  । ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ବ୍ରହ୍ମପୁର ସହରର ବିଦ୍ୟାର୍ଥୀଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଖୁସିର ମାହୋଲ । ଚଳିତବର୍ଷ ରାଜ୍ୟରେ ପାସ ହାର 95.33 ପ୍ରତିଶତ ରହିଛି । ସେପଟେ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ବ୍ରହ୍ମପୁର ସହରର ନୀଳକଣ୍ଠନଗର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ବିଦ୍ୟାର୍ଥୀ ମାନେ ବେଶ୍ ଉତ୍ସାହିତ ହୋଇ ପଡିଥିବା ଦେଖିବାକୁ ମିଳିଛି । ଲଗାତାର ଏହି ଶିକ୍ଷାନୁଷ୍ଠାନର ବିଦ୍ୟାର୍ଥୀ ମାନେ ଶତ ପ୍ରତିଶତ ସଫଳତା ହାସଲ କରି ଆସୁଥିବା ବେଳେ ଚଳିତବର୍ଷ ମଧ୍ୟ ସେହି ଧାରା ବଜାୟ ରହୁଥିବା ଦେଖିବାକୁ ମିଳୁଛି । ଚଳିତବର୍ଷ ଶିକ୍ଷାନୁଷ୍ଠାନର ମୋଟ ୯୮ ଜଣ ବିଦ୍ୟାର୍ଥୀ ଏ -୧ ରେ କୃତିତ୍ୱ ହାସଲ କରିଥିବା ବେଳେ ୧୬୧ ଜଣ ବିଦ୍ୟାର୍ଥୀ ଏ-୨ , ୫୬ ଜଣ ବିଦ୍ୟାର୍ଥୀ ବି-୧ ରେ କୃତକାର୍ଯ୍ୟ ହୋଇଥିବା ବିଦ୍ୟାଳୟର ଅଧ୍ୟକ୍ଷ ଏସ୍.ମୋହନ ରାଓ ସୂଚନା ଦେଇଛନ୍ତି ।ସେପଟେ ଚଳିତଥରର ପରୀକ୍ଷା ଫଳ ପ୍ରକାଶିତ ସମୟରେ ଦୁଇ ଜଣ ବିଦ୍ୟାର୍ଥୀ ୫୮୨ ମାର୍କ ରଖି ୯୭ ପ୍ରତିଶତ ରଖିଥିବା ବେଳେ ଚାରି ଜଣ ବିଦ୍ୟାର୍ଥୀ ୫୮୦ ମାର୍କ ରଖି ୯୬.୬୬ ପ୍ରତିଶତ  ରଖିଥିବା ନେଇ ବିଦ୍ୟାଳୟରେ ଖୁସିରେ ମାହୋଲ ଦେଖାଯାଇଛି । ସେପଟେ ପରୀକ୍ଷା ଫଳ ପ୍ରକାଶିତ ହେବା ପରେ ବିଦ୍ୟାର୍ଥୀ ମାନେ ଏହାକୁ ନେଇ ବେଶ ଉତ୍ସାହିତ ହୋଇପଡିଥିବା ବେଳେ ମିଠା ଖୁଆଇ ଶୁଭେଚ୍ଛା ଜଣାଯାଇଛି । ଚଳିତ ବର୍ଷର ପରୀକ୍ଷା ଫଳ ପ୍ରକାଶିତ ହେବା ପରେ ଏହାକୁ ନେଇ ବିଦ୍ୟାର୍ଥୀ ମାନଙ୍କ ସହିତ ନୀଳକଣ୍ଠନଗର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର କର୍ମକର୍ତ୍ତାଙ୍କ ସହିତ ଏହି ଅବସରରେ ଆଲୋଚନା କରିଛନ୍ତି ଆମ ବ୍ରହ୍ମପୁର ସମ୍ବାଦଦାତା ସମୀର କୁମାର ଆଚାର୍ଯ୍ୟ ।

Category

🗞
News
Transcript
00:09What are you saying?
00:12Today, the result has been part of the project.
00:17It is a Type 82 marked.
00:18But, it is the first place in our congressional.
00:21How many people have been doing their work?
00:25We have been doing our work in our school, our family support.
00:33How many people have been doing our work?
00:35I had no work in any time.
00:37It has been difficult to след but the whole time has been made.
00:40Who do you have the work?
00:41to
00:43the
00:44the
00:44the
00:44the
00:46the
00:46the
00:56we have to do a lot of work.
01:00I have done a lot of work in my school.
01:05I have been doing a lot of preparation on the board and I have been doing a lot of work.
01:11But I am going to be doing a lot of work and I am going to be doing a lot
01:15of work.
01:16Who are you?
01:18I am very lucky to have a doctor.
01:20I have done a lot of work.
01:23How many doctors have been doing this job?
01:28How many doctors have been doing this job?
01:34I have been doing this job in on Math.
01:41Since I am doing a lot of work and I have been doing this job.
01:47How do you have done nothing?
01:52About 10 times for the job.
01:55I have completed a job.
01:58How many doctors have been doing this job?
02:01I have done a lot of work.
02:02How many doctors have been working and one of them were working.
02:11foreign
02:15foreign
02:35foreign
02:35foreign
02:35foreign
02:41the
02:42the
02:42the
02:43the
02:43the
02:43the
02:51foreign
03:18foreign
03:45My heart is so happy.
03:50I am very happy.
03:52It is about 564 years old.
03:5694% of the people.
03:59The people who are with Gurdjian.
04:02I am very happy.
04:04I have 93% of the people.
04:23Thank you very much.
04:36of
Comments

Recommended