Skip to playerSkip to main content
  • 2 days ago
ନୟାଗଡା: ଆଜି ଦେବସ୍ନାନ ପୂର୍ଣ୍ଣିମା । ଭକ୍ତ ସମ୍ମୁଖରେ ସ୍ନାନ କରି ଗଜାନନ ବେଶରେ ଦର୍ଶନ ଦେଲେ ମହାପ୍ରଭୁ । ସ୍ନାନବେଦୀର ଅପେକ୍ଷାର ଅନ୍ତ ଘଟିଛି । ବର୍ଷେ ପରେ ପୁଣି ମହାବାହୁ ସ୍ନାନମଣ୍ଡପକୁ ଆସିଥିଲେ । ଭୋର 4ଟାରୁ ମହାପ୍ରଭୁଙ୍କ ପହଣ୍ଡି ବିଜେ ନୀତି ଆରମ୍ଭ କରି ସ୍ନାନ ମଣ୍ଡପକୁ ଅଣାଯାଇଥିଲା । ଶ୍ରୀ ଜଗନ୍ନାଥ, ସୁଭଦ୍ରା ଏବଂ ବଳଭଦ୍ରଙ୍କୁ ତାଙ୍କର ସେବକ ମାନେ ସେବା କରିବା ସହିତ ନୀତି ନିୟମ ଅନୁସାରେ ସେବା କରିଥିଲେ l ପହଣ୍ଡି ଶେଷ ହେବା ପରେ ମଙ୍ଗଳାଳତି, ଧୂପ ଅବକାଶ, ଚନ୍ଦନ ଲାଗି ବସ୍ତ୍ର ପରିଧାନ ପରେ ସ୍ନାନ କାଯ୍ୟ ସମ୍ପୂର୍ଣ୍ଣ କରାଯଇଛି । ପରେ ଦୁର୍ଲଭ ଗଜାନନ ବେଶରେ ଦର୍ଶନ ଦେଇଥିଲେ ।  ରାତି ୧୦ ଟାରେ ପୁନର୍ବାର ପହଣ୍ଡି ବିଜେ ହୋଇ ମନ୍ଦିରକୁ ବିଜେ କରିବେ l ଅଣସର ଗୃହରେ ରହିବେ ମହାପ୍ରଭୁ l ହାତୀ ବେଶରେ ହଜାର ହଜାର ଭକ୍ତ କରୁଛନ୍ତି ଦର୍ଶନ l ମନ୍ଦିର ପ୍ରଶାସନ ପକ୍ଷରୁ କରାଯାଇଛି ବ୍ୟାପକ ବନ୍ଦୋବସ୍ତ l ସନ୍ଧ୍ୟାରେ ଭଜନ ସଂଗୀତ ସମାରୋହର ବ୍ୟବସ୍ଥା କରାଯାଇଛି l ଏହା ବି ଦେଖନ୍ତୁ- Snana Yatra LIVE: ଦେବସ୍ନାନ ପୂର୍ଣ୍ଣିମା, ଶ୍ରୀକ୍ଷେତ୍ରରୁ ଦେଖନ୍ତୁ ସ୍ନାନଯାତ୍ରାର ସିଧାପ୍ରସାରଣ - JAGANNATH SNANA YATRA 2026 LIVEଇଟିଭି ଭାରତ, ନୟାଗଡ

Category

🗞
News
Transcript
00:00We are also dedicated to our community and to be a part of our community.
00:07And so, we are now able to work in our community.
00:13But we are also able to work in our community.
00:16We are able to work in the community.
00:19We have been able to work in our community.
00:19Our community is able to work in our community.
00:25The time we started popping up from the past and the past kommercies, we started getting more together.
00:34I had a chance to come to this year.
00:40We got a lot of time, but now it is a great day.
00:43Can you try again 30 minutes?
00:45This year, the president of the National Council has been the first year of 2016.
00:54This year 19th year, the president of the National Council has been the president of the National Council.
01:33Thank you so much.
01:37And we care about our efforts and so on.
01:39So the whole thing we care about our society is the unambiguous idea of it.
01:52We are all united in the context of our society.
01:59Now, the current Göring Book is about to give the thoughts on the fact that the right God's life will
02:05enjoy.
02:08So, how do you feel about the ¿Ono?
02:11The grace of God is about to give the thoughts on the Nonunat Ii and the Lord.
02:23Remembering that God is about to give the thoughts on God.
02:24The May God is about to give the thoughts on the sake of God is about to give the thoughts
02:28on the Lord.
02:29Yes, I am.
02:31Yes, I am.
02:32In that time, we have been able to get to 1100 years,
02:38and we have been able to get to 33 years.
02:42Today, I am very happy.
02:50Today, I am very happy to be able to get to 1100 years.
02:58In the past, we will be able to get to 1100 years.
03:01And we will be able to get to 1100 years.
03:05I will be able to get to 1100 years.
03:14Our 직τεJoj YemaingНalai,
03:20We will be able to get a 19-year-old man from the state of the country.
Comments

Recommended