Skip to player
Skip to main content
Search
Connect
Watch fullscreen
Add to Playlist
Report
ETVBHARAT
Follow
ଥର୍ମାଲ୍ କ୍ୟାମେରାରେ କଏଦ ହେଲେ ୪୦ ଟିକିଏ ହାତୀ ପଲ
1 day ago
ଢେଙ୍କାନାଳ: ବ୍ରାହ୍ମଣୀ ନଦୀ ପାର୍ ହେଉଥିବା ବେଳେ ଥର୍ମାଲ୍ କ୍ୟାମେରାରେ କଏଦ ହେଲେ ୪୦ ଟିକିଏ ହାତୀ ପଲ । ଗତକାଲି (ରବିବାର) ଢେଙ୍କାନାଳ ବନ ବିଭାଗର ଥର୍ମାଲ କ୍ୟାମେରାରେ କଏଦ କରିଛି ଏହି ସୁନ୍ଦର ଦୃଶ୍ୟ । ବନ ବିଭାଗ ପକ୍ଷରୁ ହାତୀମାନଙ୍କ ଗତି ବିଧି ଉପରେ ନଜର ରଖିବା ପାଇଁ ଖଞ୍ଜା ଯାଇଥିବା ଥର୍ମାଲ କ୍ୟାମେରାରେ ଏହି ଦୃଶ୍ୟ କଏଦ ହୋଇଥିଲା ।
ଢେଙ୍କାନାଳ ବନ ଖଣ୍ଡର ସଦର ରେଞ୍ଜ୍ ଗଦାଶିଳା ଦେଇ ଏହି ୪୦ ଟିକିଆ ହାତୀପଲ ବ୍ରାହ୍ମଣୀ ନଦୀ ପାର ହେଉଥିଲେ । ଯାହାକୁ ବନ ବିଭାଗ ପକ୍ଷରୁ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରାଯାଇଛି । ଏହି ନୂତନ ବୈଷୟୀକ ଜ୍ଞାନ କୌଶଳ ଥିବା କ୍ୟାମେରାରେ ଦିନ ଓ ରାତିରେ ହାତୀପଲଙ୍କ ଗତିବିଧି ସମ୍ପର୍କରେ ଜାଣିବାରେ ସକ୍ଷମ ହେଉଛି ।ଏହା ମଧ୍ୟ ପଢନ୍ତୁ...କେନାଲରେ ଫସିଥିଲା ହାତୀ ଛୁଆ; ମାଆର ଅଦମ୍ୟ ଚେଷ୍ଟାରେ ହେଲା ଉଦ୍ଧାର, ସହଯୋଗ କଲା ବନ ବିଭାଗଏହା ମଧ୍ୟ ପଢନ୍ତୁ... ଏନ୍ଏଚ୍-୫୫ ଓ ରେଳପଥ ଅତିକ୍ରମ କଲେ ୪୦ ଟିକିଆ ହାତୀପଲଇଟିଭି ଭାରତ, ଢେଙ୍କାନାଳ
Category
🗞
News
Transcript
Display full video transcript
00:00
Thank you for listening.
00:30
Thank you for listening.
Show less
Recommended
1:20
|
Up next
ଢେଙ୍କାନାଳ ରାଧାକୃଷ୍ଣ ବଜାର ପୂଜା ମଣ୍ଡପରେ କୁଆଁରୀ ପୂଜା
ETVBHARAT
1 week ago
0:36
ଦୂର୍ଗାପୂଜା 2026; ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ଧର୍ମେନ୍ଦ୍ର ପ୍ରଧାନ
ETVBHARAT
1 week ago
1:56
ବାଲୁକା ଚିତ୍ରକଳା ମାଧ୍ୟମରେ କ୍ୟାପ୍ଟେନ୍ ସ୍ମିତ ମଚ୍ଛରଙ୍କ ସାହସକୁ ସଲାମ୍ ଜଣାଇଲେ ବାଲୁକା ଶିଳ୍ପୀ ମାନସ ସାହୁ
ETVBHARAT
4 weeks ago
0:52
ବନ୍ୟା ବିଭୀଷିକା; ୧୨୦ ନର୍ସିଂ ଛାତ୍ରୀ ଉଦ୍ଧାର, ଅଗ୍ନିଶମ ବାହିନୀ କାର୍ଯ୍ୟକୁ ପ୍ରଶଂସା କଲେ ଛାତ୍ରୀ
ETVBHARAT
4 weeks ago
1:07
ବ୍ୟାଙ୍କ ଲୁଟ୍ ଯୋଜନା ପଣ୍ଡ କରିଦେଲା ଆଲାର୍ମ
ETVBHARAT
5 weeks ago
3:26
ओडिशा में आदिवासियों का मुफ्त इलाज करने वाला डॉक्टर जेल में क्यों है ? क्या है पूरा मामला ?
ETVBHARAT
19 minutes ago
3:30
संकिसा में केंद्रीय मंत्री किरेन रिजिजू ने की बौद्ध स्तूप की परिक्रमा, बोले- कुर्सी बचाने के लिए एकजुट हुआ इंडिया गठबंधन
ETVBHARAT
22 minutes ago
1:15
বাল্যবিবাহৰ বিৰুদ্ধে পুনৰ সক্ৰিয় অসম আৰক্ষী: কলগাছিয়াত নিশাটোৰ ভিতৰতে ১৭ গৰাকীক গ্ৰেপ্তাৰ
ETVBHARAT
26 minutes ago
2:37
छत्तीसगढ़ राज्योत्सव पर कांग्रेस के दिग्गज रहेंगे गायब, दिल्ली के प्रदर्शन से गरमाएगी सियासत
ETVBHARAT
32 minutes ago
1:18
ବେଙ୍ଗାଲୁରୁରେ ଇଲେକ୍ଟ୍ରିକ୍ ହ୍ୱିଲଚେୟାରରେ ଖାଦ୍ୟ ପହଞ୍ଚାଉଛନ୍ତି ଓଡ଼ିଆ ଯୁବକ: ହେଲମେଟକୁ ନେଇ ବାଣ୍ଟୁଛନ୍ତି ସଚେତନତାର ବାର୍ତ୍ତା
ETVBHARAT
33 minutes ago
2:04
କର୍ତ୍ତବ୍ୟ ବ୍ୟସ୍ତତା ମଧ୍ୟରେ କୁନି କୁନି ଛାତ୍ରଛାତ୍ରୀଙ୍କ ହାତରୁ ରାକ୍ଷୀ ବାନ୍ଧିଲେ ଯବାନ
ETVBHARAT
2 months ago
1:09
ରଙ୍ଗବେରଙ୍ଗ ଛତାରେ ରଙ୍ଗୀନ ବଡ଼ଦାଣ୍ଡ, ବଢୁଛି ବର୍ଷା ବଢୁଛି ଗହଳି
ETVBHARAT
3 months ago
0:58
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କଲେ ବିଜେଡି ନେତ୍ରୀ ସୁଜାତା ରାଉତ
ETVBHARAT
4 months ago
8:17
ରଜ ପାଇଁ ଭୁବନେଶ୍ୱର ପାନ୍ଥ ନିବାସରେ ସ୍ୱତନ୍ତ୍ର ବ୍ୟବସ୍ଥା
ETVBHARAT
5 months ago
1:52
ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୀର୍ଘାୟୁ କାମନା, ପୂର୍ଣ୍ଣେଶ୍ବର ମହାଦେବ ମନ୍ଦିରରେ ପୂଜାର୍ଚ୍ଚନା କଲେ ମୟୂରଭଞ୍ଜ MP ନବଚରଣ
ETVBHARAT
5 months ago
4:49
ଚଳଚଞ୍ଚଳ ମହେନ୍ଦ୍ରଗିରି, ଆରମ୍ଭ ହେଲା ମହେନ୍ଦ୍ର ପୁରୁଷୋତ୍ତମ ମେଳା ଓ ବିଶ୍ୱଶାନ୍ତି ମହାଯଜ୍ଞ
ETVBHARAT
5 months ago
0:15
ଜଙ୍ଗଲର ପରୀ: ସାଇକେଲ୍ରେ ଏକ ମାୟାବୀ ଯାତ୍ରା
ETVBHARAT
5 months ago
2:22
ରଥଖଳା: ଅନୁକୂଳ ପୂଜା ପରେ ଶେଷ ପର୍ଯ୍ୟାୟରେ ତିନି ରଥର ତୁମ୍ବ ବିନ୍ଧ କାର୍ଯ୍ୟ
ETVBHARAT
6 months ago
1:34
Watch: ଖାଦ୍ୟ ଅନ୍ବେଷଣରେ ଆସି କୂଅରେ ପଡିଲା ଛୁଆ ହାତୀ, ମୃତଦେହ ଉଦ୍ଧାର
ETVBHARAT
8 months ago
2:54
ସଡ଼କ ସୁରକ୍ଷାର ବାର୍ତ୍ତା ବାଣ୍ଟିଲେ ଶିଶୁ ସୈନିକ
ETVBHARAT
2 years ago
1:51
ସ୍ୟାଣ୍ଡ ଆନିମେସନ ମାଧ୍ଯମରେ ପ୍ରବାସୀ ଭାରତୀୟଙ୍କୁ ସ୍ବାଗତ କଲେ ବାଲୁକା ଶିଳ୍ପୀ
ETVBHARAT
2 years ago
1:31
ନଦୀ ପାର ବେଳେ ଭାସିଗଲେ ହାତୀପଲ, ଉଦ୍ଧାର ପାଇଁ ନାକେଦମ୍ ବନବିଭାଗ
ETVBHARAT
1 year ago
3:00
ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ପ୍ରଭୁ ନୀଳମାଧବ
ETVBHARAT
2 years ago
2:26
Cyclone Arnab LIVE | Cyclone Arnab Likely To Make Landfall Early On Wednesday In Andhra Pradesh
ETVBHARAT
35 minutes ago
2:54
कर्नाटक में फाइनल वोटर लिस्ट जारी: कुल 4.55 करोड़ मतदाता शामिल, महिला मतदाताओं की संख्या पुरुषों से अधिक
ETVBHARAT
38 minutes ago