Skip to player
Skip to main content
Search
Connect
Watch fullscreen
Add to Playlist
Report
ETVBHARAT
Follow
ମହାଳୟାରେ ମା' ସମଲେଇଙ୍କ ଧବଳମୁଖୀ ବେଶ: ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼
12 hours ago
Goddess Samalei 'Dhabalamukhi Besha', ବଲାଙ୍ଗିର: ପବିତ୍ର ମହାଳୟା ତିଥିରେ ମା' ସମଲେଇ ଧବଳ ମୁଖୀ ବେଶରେ ଦେଉଛନ୍ତି ଦର୍ଶନ । ପିତୃ ପକ୍ଷର ଆଜି ଅନ୍ତିମ ଦିନ । କାଲିଠୁ ଆରମ୍ଭ ହେବ ଦେବୀ ପକ୍ଷ । ଆଜି ମା'ଙ୍କ ଧବଳମୁଖୀ ବେଶ ଦର୍ଶନ କଲେ ଆତ୍ମାକୁ ଶାନ୍ତି ମିଳିଥାଏ । ଯାହା ପାଇଁ ଆଜି ମା ସମଲେଇଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ । ଆଜି ଗଙ୍ଗା ବୁଡ଼ିଲେ ପୂର୍ବ ପୁରୁଷଙ୍କ ଆତ୍ମାଙ୍କୁ ଶାନ୍ତି ମିଲିଥାଏ । ମା ସମଲେଇ ଏହି ବିଧି ବିଧାନକୁ ନିଜେ ଆହରଣ କରି ଆଜି ଧବଳ ମୁଖୀ ବେଶରେ ଦର୍ଶନ ଦେଉଛନ୍ତି । ମା' ଙ୍କ ଦର୍ଶନ କଲେ ଗଙ୍ଗା ବୁଡ଼ିବାର ପୁଣ୍ୟ ପ୍ରାପ୍ତ ହେବା ସହ ପୂର୍ବ ପୁରୁଷଙ୍କ ଆତ୍ମାକୁ ଶାନ୍ତି ପ୍ରାପ୍ତ ହୋଇଥାଏ । ପିତୃ ପକ୍ଷ ବା ପୂର୍ବ ପୁରୁଷଙ୍କ ପକ୍ଷ ଆଜି ମହାଳୟାରେ ଅନ୍ତିମ ଦିନ । ଏହି ତିଥିରେ ଆଜି ମା ସମଲେଇ ମାନବ ଜୀବନର କଲ୍ୟାଣ ପାଇଁ ଧବଳ ମୁଖୀ ଶାନ୍ତି ରୂପରେ ଦର୍ଶନ ଦେଉଛନ୍ତି । ବଲାଙ୍ଗିର ମା' ସମଲେଇଙ୍କ ପୀଠରେ ଏହାକୁ ନେଇ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଜମିଛି ।
ଶ୍ରଦ୍ଧାଳୁ ତଥା ପୌରାଧ୍ୟକ୍ଷା ଲିକା ସାହୁ କହିଛନ୍ତି,"ଆଜି ପବିତ୍ର ମହାଳୟା ତିଥିରେ ସମସ୍ତଙ୍କୁ ଶୁଭେଛା ଜଣାଉଛି । ଆମେ ପୂର୍ବ ପୁରୁଷଙ୍କ ଆତ୍ମା ଶାନ୍ତି ପାଇଁ ଆଜି ପିତୃପିଣ୍ଡ ଦାନ କରାଯାଇଛି । ଆଜି ମା ସମଲେଇ ସମସ୍ତଙ୍କୁ ଧବଳ ମୁଖୀ ବେଶରେ ଦର୍ଶନ ଦେଉଛନ୍ତି । ଶାନ୍ତି ରୂପରେ ସେ ଆଜି ସମସ୍ତଙ୍କୁ ଦର୍ଶନ ଦେଉଛନ୍ତି । ମାନବ କଲ୍ୟାଣ ପାଇଁ ସେ ଶାନ୍ତି ରୂପରେ ସେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ଆସନ୍ତାକାଲିଠୁ ନବରାତ୍ର ଆରମ୍ଭ ହେବ । ଦେବୀଙ୍କ ଉପାସନା ହେବ" ବୋଲି ସେ କହିଛନ୍ତି ।
ସେପଟେ ମା' ସମଲେଇ ପୀଠ ମୁଖ୍ୟ ପୂଜକ ଅକ୍ଷୟ ଦିଶ୍ରୀ କହିଛନ୍ତି," ଆଜି ପବିତ୍ର ଅମାବାସ୍ୟା ମହାଳୟା ତିଥି ଅଟେ । ପୂର୍ବ ପୁଋଷଙ୍କ ପାଇଁ ପିଣ୍ଡ ଦାନ ଦେବା ସହ ଗଙ୍ଗାରେ ବୁଡ଼ ଲଗାଇଲେ ପୂର୍ବ ପୁରୁଷଙ୍କ ଆତ୍ମାକୁ ଶାନ୍ତି ମିଳିଥାଏ । ତେବେ ଏହି ବିଧି ବିଧାନ ଆଦିଶକ୍ତି ମା' ସମଲେଇ ନିଜ ଭିତରେ ଆହରଣ କରିଛନ୍ତି । ଏବଂ ଆଜିର ଦିନରେ ସେ ଧବଳ ମୁଖୀ ବେଶରେ ଦର୍ଶନ ଦେଉଛନ୍ତି । ଅର୍ଥାତ ଆଜି ମା'ଙ୍କ ଦର୍ଶନ କଲେ ଗଙ୍ଗା ବୁଡ]ର ପୁଣ୍ୟ ମିଳିଥାଏ । ସେହିପରି ଆତ୍ମାକୁ ଶାନ୍ତି ମିଳିଥାଏ । ମାନବ କଲ୍ୟାଣ ପାଇଁ ଆଜି ମା' ସମଲେଇ ଏହି ଧବଳମୁଖୀ ବେଶରେ ଦର୍ଶନ ଦେଉଛନ୍ତି" ବୋଲି ସେ କହିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ- ଛାତ୍ରଙ୍କୁ ଯୌନ ନିର୍ଯାତନା: କଲେଜ ସିଲ୍, ତଦନ୍ତ ଜାରିଏହା ମଧ୍ୟ ପଢ଼ନ୍ତୁ- ବର୍ଷାରେ ଫୁଲିଲା ହରଭାଙ୍ଗୀ ନଦୀ; ଡଙ୍ଗାରେ ଆସି ପାରିଲେନି, 5କିମି ପାହାଡ଼ ଚଢି ଜୀବନ ବଞ୍ଚାଇଲେ ଗ୍ରାମବାସୀ, ବଖାଣିଲେ ଘର ଛାଡିବାର ଦୁଃଖଇଟିଭି ଭାରତ, ବଲାଙ୍ଗିର
Category
🗞
News
Transcript
Display full video transcript
00:28
Oh
00:32
Okay
01:29
Thank you very much.
01:54
Thank you very much.
02:27
Thank you very much.
02:30
Thank you very much.
03:16
Thank you very much.
Show less
Recommended
0:49
|
Up next
ଶାରଦୀୟ ଷୋଡ଼ଶ ଉପଚାର ପୂଜା ଆରମ୍ଭ: କଟକ ଚଣ୍ଡୀ ଓ ଗଡଚଣ୍ଡୀ ପୀଠରେ ଶ୍ରଦ୍ଧାଳୁଙ୍କ ଗହଳିଚହଳି
ETVBHARAT
1 week ago
1:19
Watch: ଦଳରୁ ଉତ୍କୃଷ୍ଟ ସୃଷ୍ଟି, ଡାଲ ହ୍ରଦ ଘାସରୁ ତିଆରି କରୁଛନ୍ତି ମୂଲ୍ୟବାନ ସାଜସଜ୍ଜା ଉପକରଣ
ETVBHARAT
3 weeks ago
5:22
ପବିତ୍ର ସ୍ନାନଯାତ୍ରା; ଜୟ ଜଗନ୍ନାଥ ଧ୍ୱନିରେ ଇସ୍କନରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ମହାସ୍ନାନ
ETVBHARAT
3 months ago
4:12
କୋଣାର୍କରେ ତିନି ଦିନିଆ ରଜ ମହୋତ୍ସବ ଆରମ୍ଭ; ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଓଡ଼ିଶାର ପାରମ୍ପରିକ ପିଠାପଣା
ETVBHARAT
4 months ago
1:19
ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ସାନ୍ନିଧ୍ୟ ଲାଭକଲେ ୬୧ତମ ଫେମିନା ମିସ୍ ଇଣ୍ଡିଆର ୩୦ ପ୍ରତିଯୋଗୀ
ETVBHARAT
6 months ago
1:46
SIR और आंदोलित छात्रों पर पुलिसिया जुल्म के खिलाफ रांची में वाम संगठनों का प्रदर्शन, मुख्य चुनाव आयुक्त का फूंका पुतला
ETVBHARAT
5 hours ago
2:33
आगरा में 1.25 करोड़ की ठगी करने वाला 12वीं पास गिरफ्तार, नौकरी लगाने का देता था झांसा, व्हाट्सएप पर भेजता था फर्जी जॉइनिंग लेटर
ETVBHARAT
6 hours ago
1:23
बरेली में प्रेमिका से बातचीत के शक में प्रेमी ने फेंका था तेजाब, डेढ़ साल बाद गिरफ्तार
ETVBHARAT
6 hours ago
2:03
प्रशासनिक अनुमति से सड़क पर धरना-प्रदर्शन करने वाले ग्रामीणों पर एफआईआर! जानें, क्या है पूरा मामला
ETVBHARAT
6 hours ago
2:32
विपक्षी पार्टियां धर्म और जाति के नाम पर लोगों को गुमराह करती हैं- अमरपाल मौर्य
ETVBHARAT
6 hours ago
0:56
Watch: କାମନା ଦେବଙ୍କ ପୀଠରେ ମେରୁଯାତ୍ରା, କଣ୍ଟାରେ ଗଡ଼ିଲେ, ନିଆଁରେ ଝୁଲିଲେ
ETVBHARAT
6 months ago
3:06
୨୩ତମ ବଲାଙ୍ଗୀର ଲୋକ ଉତ୍ସବ ଉଦଘାଟିତ, ଲୋକନୃତ୍ୟରେ କମ୍ପିଲା ଶୀତୁଆ ସନ୍ଧ୍ୟା
ETVBHARAT
9 months ago
2:17
ମଙ୍ଗଳାଯୋଡିରେ ରାଜ୍ୟପାଳ, ଇକୋ-ଟୁରିଜିମ ମଡେଲର କଲେ ପ୍ରଶଂସା
ETVBHARAT
9 months ago
1:24
ଘୁମୁରା ଉତ୍ସବ ପୂର୍ବରୁ ନୌକାଚାଳନା ଓ ତୀରନ୍ଦାଜୀ ପ୍ରତିଯୋଗିତା ଅନୁଷ୍ଠିତ
ETVBHARAT
9 months ago
1:51
ସାନ୍ତାଳୀ ଭାଷା ଦିବସ: ରଘୁନାଥ ମୁର୍ମୁଙ୍କ ସ୍ମୃତି ସାଉଁଟିଲେ ବିଧାୟକ, ନାଚ ଗୀତରେ ଝୁମିଲା ମୟୂରଭଞ୍ଜ
ETVBHARAT
10 months ago
3:40
‘ଜୀବନରେ ଜଟିଳତାକୁ ସାମ୍ନା କର, ବୃତ୍ତିଗତ ଭାବରେ ନିଜକୁ ପ୍ରସ୍ତୁତ କର’: ନିଷ୍ଟ ସମାବର୍ତ୍ତନ ଉତ୍ସବରେ ରାଜ୍ୟପାଳଙ୍କ ଆହ୍ବାନ
ETVBHARAT
10 months ago
3:37
ଜମୁଛି କୋଣାର୍କ ମହୋତ୍ସବ, ତୃତୀୟ ସନ୍ଧ୍ୟାରେ ମନ୍ତ୍ରମୁଗ୍ଧ କଲା ଓଡ଼ିଶୀ
ETVBHARAT
10 months ago
2:35
ଏକତା ପଦଯାତ୍ରାରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ETVBHARAT
11 months ago
2:43
'ବନ୍ଦେ ମାତରମ୍'ର ୧୫୦ ବର୍ଷ ପୂର୍ତ୍ତି, ବାଲୁକା ଆନିମେସନ୍ ପ୍ରସ୍ତୁତ କଲେ ଶିଳ୍ପୀ ମାନସ
ETVBHARAT
11 months ago
2:28
'ମୁରୁଜରେ ମୋ ଜଗନ୍ନାଥ' ପଥ ମହୋତ୍ସବ ଜରିଆରେ ସଂସ୍କୃତି ଓ ପରମ୍ପରା ସୁରକ୍ଷା ପ୍ରୟାସ
ETVBHARAT
11 months ago
1:04
କେରଳର ପାହାଡ଼ରେ ମନଲୋଭା ସୌନ୍ଦର୍ଯ୍ୟ ପରିବେଶ ସୃଷ୍ଟି କରୁଛି 'ଆଫ୍ରିକାନ୍ ଟୁଲିପ୍'
ETVBHARAT
11 months ago
3:26
ସବୁଜ ଦୀପାବଳି ପାଳିବେ ବସ୍ତି ପିଲା, ପ୍ରଦୂଷଣ ରୋକିବାକୁ ଦିଆଗଲା ବାର୍ତ୍ତା
ETVBHARAT
1 year ago
2:52
ପାରମ୍ପରିକ ବାଦ୍ୟରେ ଦୁଲୁକିଲା ରେଶମ ସହର, ମେଲାଣି ନେଇଛନ୍ତି ମା'
ETVBHARAT
1 year ago
2:51
କଳାହାଣ୍ଡିରେ ରାହାଗିରି ଉତ୍ସବ ଅନୁଷ୍ଠିତ
ETVBHARAT
2 years ago
4:20
ମାତା ପାର୍ବତୀଙ୍କ ପିତା ହେଲେ ଦିନମଜୁରିଆ ଜୟଦେବ, ଖୁସିରେ ନାଚୁଛି ଟୁଟୁସିଙ୍ଗା
ETVBHARAT
1 year ago