Skip to playerSkip to main content
  • 7 hours ago
8 ବର୍ଷ ପରେ ପୁଣିଥରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେଉଛି । ଲାଗିଲାଣି ପୋଷ୍ଟର, କମ୍ପିଲାଣି ପ୍ରଚାର, ପୁଣି ସରଗରମ କ୍ୟାମ୍ପସ୍‌ ରାଜନୀତି । ରାଜ୍ୟର ସମସ୍ତ ସରକାରୀ ଅନୁଦାନପ୍ରାପ୍ତ କଲେଜରେ ଅକ୍ଟୋବର 15 ତାରିଖରେ ଛାତ୍ର ସଂସଦ ନିର୍ବାଚନ ହେବ । ଦୀର୍ଘ 8 ବର୍ଷ ପରେ ନିର୍ବାଚନ ହେବାକୁ ଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ବଢ଼ିଛି । ବିଭିନ୍ନ ଛାତ୍ର ସଂଗଠନ ନିର୍ବାଚନକୁ ନେଇ ନିଜ ନିଜ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ନିର୍ବାଚନ ଘୋଷଣା ପରେ କଲେଜ ପରିସରରେ ଛାତ୍ର ରାଜନୀତି ସରଗରମ ହେବା ସହ ନିର୍ବାଚନୀ ମାହୋଲ ଆରମ୍ଭ ହୋଇଛି ।ନିର୍ବାଚନ ପାଇଁ ଅକ୍ଟୋବର 7 ତାରିଖରେ ନୋଟିଫିକେସନ୍ ପ୍ରକାଶ ପାଇଛି । ଅକ୍ଟୋବର 9ରେ ନୋମିନେସନ୍ ଦାଖଲ, 14 ଅକ୍ଟୋବରରେ "Why I Stand For" ବୈଠକ, 15 ଅକ୍ଟୋବରରେ  ମତଦାନ ଓ ଫଳାଫଳ ଘୋଷଣା ଆଉ 16 ଅକ୍ଟୋବରରେ ସକାଳ 11ଟାରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ ।ଓଡ଼ିଶାରେ ଶେଷ ଥର ପାଇଁ 2017 ମସିହାରେ କ୍ୟାମ୍ପସ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ପୂର୍ବ ରାଜ୍ୟ ସରକାର କ୍ୟାମ୍ପସ ହିଂସା ଓ ପ୍ରାକୃତିକ ବିପର୍ଯ୍ୟୟ ବାତ୍ୟା ତିତଲି ପାଇଁ 2018 ମସିହାରେ ନିର୍ବାଚନ ବାତିଲ କରାଯାଇଥିଲେ । ପରେ କୋଭିଡ-19 ମହାମାରୀ ଓ ସରକାର ପରିବର୍ତ୍ତନ ଯୋଗୁଁ ଛାତ୍ର ସଂଘ ନିର୍ବାଚନ ପ୍ରକ୍ରିୟା ସ୍ଥଗିତ ରହିଥିଲା । 2024 ନିର୍ବାଚନ ବେଳେ ବିଜେପି ରାଜ୍ୟରେ ସରକାରକୁ ଆସିଲେ ଛାତ୍ର ସଂସଦ ନିର୍ବାଚନ ହେବ ବୋଲି ଇସ୍ତହାରରେ ପ୍ରକାଶ କରିଥିଲା । ଗତ 8 ବର୍ଷ ଧରି ନିର୍ବାଚନ ବନ୍ଦ ଥିବା ବେଳେ ଛାତ୍ର ସଂଗଠନଗୁଡ଼ିକ ନିର୍ବାଚିତ ପାଇଁ ନିରନ୍ତର ଦାବି କରିଆସୁଥିଲେ । ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଆଲୋଚନା ପରେ ଅକ୍ଟୋବର 5 ତାରିଖରେ୍ ଛାତ୍ର ସଂସଦ ନିର୍ବାଚନ ତାରିଖ ଘୋଷଣା କରିଥିଲେ । ନିର୍ବାଚନ ପ୍ରକ୍ରିୟାକୁ ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ପାଇଁ କଲେଜ କର୍ତ୍ତୃପକ୍ଷଙ୍କୁ ଆବଶ୍ୟକ ବ୍ୟବସ୍ଥା କରିବାକୁ କୁହାଯାଇଛି ।

Category

🗞
News
Transcript
00:06આઠા બર્ષ્ટ પરે પૂણી થરે ચાત્ર સંસદ નિવાચણ અનુષ્ટ હીં છી
00:11લાગી લાણી પોષ્ટર કંપી લાણી પ્રચાર પૂણી સરગરમ ક્યાંપસ રાજમીતી
00:16રાજ્યાર સમસતા સરકારી અનુદાણ પ્રપતો કલેજરે અક્ટબર પંદર તારિખરે છાત્ર સંસદ નિરબાચણ
00:32દરગો આઠા બર્સા પરે નિરબાચણ હિબાર કુતિબારુ છાત્ર છાત્ર છાતરીંકા મધારે ઉર્જજાહ
00:55નિર્જ કેંપસ રોં કેંભે નિરબાચણ કુને નિજ નિજાર પ્રસ્તી આરંભો કરી છાતી નિજારે નિજ્જાહના �
01:11અક્ટબર નારે નમિનેશં દાખલ 14 અક્ટબરે ફાય આઈ સ્ટાંપર બઈટક 15 અક્ટબરે મતદાન ઓ ફળાપડ પળગુશણા આ�
01:28અક્ટબર સકાળ એગાર્ટારે સ્પત ગ્રહણા ઉશબ અનુશિત હેવા
02:15જોજનેડા તાલ્પદીની ભીતેરે નોટિવિકિશન વાહા લા
02:20એબેરેયેમે બેજેપ્યેમે સરકાર્કુ આસેલે છાત્ર સંસદ નિર્વાચાન હેબોલી ઇસ્તા હાર્ડે
03:03તારીખ કરે જાતર સંસદ નિવાચાન તારીખ કુસ્ણા કરીથલે
03:10છાતર રાજનીતી હોચે કાપ સંખળેતા રાજનીત જાહાં દારા ફ્યુંચાર લીડર માને તિયારી હોતારીથલ�
03:32નુાનેતા ત્યારીએવે સે નુાનેતા મને આક્યએગના ઓડિશાર આજ ભારવત્ર નેતુત્વને તીરા હોત ખુસિર

Recommended