Skip to player
Skip to main content
Search
Connect
Watch fullscreen
Add to Playlist
Report
ETVBHARAT
Follow
ମହାପ୍ରଭୁ ବଳଦେବଜୀଉଙ୍କ ଚରଣ ଯୁଗଳରେ ସ୍ନାନ ପୂର୍ଣ୍ଣିମା, ଗଜାନନ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ
3 months ago
କେନ୍ଦ୍ରାପଡା: ରତ୍ନମଣ୍ଡପରୁ ଓହ୍ଲାଇ ଆସି ସ୍ନାନବେଦୀରେ ବିଜେ କରିଛନ୍ତି ଶ୍ରୀଜୀଉ । ଆଜି ସ୍ନାନପୂର୍ଣ୍ଣିମା ଅବସରରେ ଶ୍ରୀ ବଳଦେବଜୀୟୁଙ୍କର ସ୍ୱତନ୍ତ୍ର ପୂଜାବିଧି ସମେତ କରାଯାଇଛି ଗଜବଦନ ବେଶ । କେନ୍ଦ୍ରାପଡା ତୁଳସୀ କ୍ଷେତ୍ରରେ ବିରାଜିତ ବଡଠାକୁର ପ୍ରଭୁ ବଳଦେବଜୀୟୁଙ୍କ ସ୍ନାନ ଉତ୍ସବ ପାଳିତ । ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଧାର୍ଯ୍ୟ ନୀତିକାନ୍ତି ସାମାନ୍ୟ ବିଳମ୍ବରେ ଆରମ୍ଭ ହୋଇଥିବା ବେଳେ ସକାଳ ୧୦ଟାରୁ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ସେବକ ପଣ୍ଡାମାନେ ଧାଡିପହଣ୍ଡିରେ ସ୍ନାନ ମଣ୍ଡପକୁ ଆଣିଥିଲେ।ପରେ ଜୟମଙ୍ଗଳା ଆରତୀ, ନୀତି ସ୍ନାନ, ବଲ୍ଲଭ ଭୋଗ, ମଙ୍ଗଳାର୍ପଣ କରାଯାଇଥିଲା ।ଏହା ପରେ ମଧ୍ୟାହ୍ନ ସମୟରେ ସ୍ନାନମଣ୍ଡପରେ ଶ୍ରୀଜୀୟୁ ମାନଙ୍କୁ ୧୦୮ କଳସିରେ ସୁବାସିତ ଜଳ ଦ୍ବାରା ମହାସ୍ନାନ କରାଯାଇଥିଲା । ଶ୍ରୀକ୍ଷେତ୍ରରେ ଶ୍ରୀଜୀୟୁମାନଙ୍କ ୧୦୮କଳସୀରେ ମୁଣ୍ଡ ଉପରେ ଢାଳି ସ୍ନାନ କରାଯାଉଥିବା ବେଳେ ତୁଳସୀ କ୍ଷେତ୍ରରେ ଶ୍ରୀଜୀଉମାନଙ୍କ ଚରଣରେ ଜଳ ଅର୍ପଣ କରି ସ୍ନାନ କରାଇ ଥାନ୍ତି ସେବକମାନେ । ଅପରାହ୍ନରେ ସ୍ନାନ ମଣ୍ଡପରେ ଶ୍ରୀଜୀଉମାନେ ଗଜବଦନ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେବା ପରେ ରାତିରେ ଶ୍ରୀଜୀଉମାନଙ୍କୁ ଧାଡି ପହଣ୍ଡିରେ ଅଣସର ଗୃହକୁ ନେବାର ବ୍ୟବସ୍ଥା ରହିଥିବା କହିଛନ୍ତି ସେବାୟତ ଜ୍ୟୋତିରଞ୍ଜନ ପତ୍ରୀ ।ସେହିପରି ତୁଳସୀକ୍ଷେତ୍ରର ପରମ୍ପରା ଅନୁସାରେ ଦେବସ୍ନାନ ପୂର୍ଣ୍ଣିମା ଦିନ ବ୍ରହ୍ମ ତାଳଧ୍ବଜ ରଥର କାର୍ଯ୍ୟ ଅନୁକୂଳ ହୋଇ ୧୪ଟି ଚକ ୭ଟି ଅଖରେ ଯୋଚା ଯାଇଥାଏ।ପରମ୍ପରା ଅନୁଯାୟୀ ପ୍ରତ୍ୟେକ ବର୍ଷ ଦୁଇଟି ନୂଆ ଚକ ନିର୍ମାଣ କରାଯାଇ ପୂଜାର୍ଚ୍ଚନା ହେଉଥିବା ବେଳେ ଚଳିତବର୍ଷ ରଥ ସମ୍ପୂର୍ଣ୍ଣ ନୂଆ ରଥ ନିର୍ମାଣ କରାଯାଇ ଦଶଟି ନୂଆ ଚକ ସମେତ ତିନୋଟି ନୂଆ ଅଖ ରଥରେ ଲାଗିବା କାର୍ଯ୍ୟ ଆରମ୍ଭ ହୋଇଛି । ସ୍ନାନ ମଣ୍ଡପରୁ ଶ୍ରୀବଳଦେବଜୀୟୁ ବ୍ରହ୍ମ ତାଳଧ୍ବଜ ରଥ ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରିଥାନ୍ତି । ଆଜି ଠାରୁ ଶ୍ରୀଜୀଉମାନେ ମହାସ୍ନାନ କରି ଜ୍ବରରେ ପିଡିତ ହୋଇ ଅନବସର ଘରେ ଚିକିତ୍ସିତ ହେବେ । ଆସନ୍ତା ଜୁଲାଇ 15 ତାରିଖରେ ନବଯୌବନ ଦର୍ଶନ ପରେ 16 ତାରିଖ ଦିନ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅବସରରେ ମାଉସୀ ଘରକୁ ରଥଯାତ୍ରା କରି ଭକ୍ତମାନଙ୍କୁ ଆଶିର୍ବାଦ ପ୍ରଦାନ କରିବେ ଶ୍ରୀ ବଳଦେବଜୀଉ, ପ୍ରଭୁ ଜଗନ୍ନାଥ,ଭଗିନୀ ସୁଭଦ୍ରା ଓ ଶ୍ରୀ ସୁଦର୍ଶନ । ଆଜି ସ୍ନାନ ପୂର୍ଣ୍ଣିମା ଓ ଆସନ୍ତା ରଥଯାତ୍ରାକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡ଼ା ପୋଲିସ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଥିବା ବେଳେ ଏହି ଦୁର୍ଲ୍ଲଭ ସ୍ନାନ ବେଶ ଦେଖିବା ପାଇଁ ଭକ୍ତଙ୍କ ସୁଅ ଛୁଟିଛି ।ଏହା ବି ଦେଖନ୍ତୁ- ବାଲୁକା ଚିତ୍ରକଳା ମାଧ୍ୟମରେ ସ୍ନାନଯାତ୍ରାର ଶୁଭେଚ୍ଛା ଜଣାଇଲେ ସୁଦର୍ଶନ ଏବଂ ମାନସ - SAND ART IN PURI SEA BEACH
ଇଟିଭି ଭାରତ,କେନ୍ଦ୍ରାପଡ଼ା
Category
🗞
News
Transcript
Display full video transcript
00:00
Thank you for listening.
Show less
Recommended
2:19
|
Up next
ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜା ମହୋତ୍ସବର ପଡିଲା ମୂଳଦୁଆ; ସମସ୍ତ ପୂଜା ମଣ୍ଡପ ପକ୍ଷରୁ ଶୁଭ ମାଟି ଅନୁକୂଳ
ETVBHARAT
2 weeks ago
1:32
ଏସପି ଅଫିସ ଆଗରେ କଂଗ୍ରେସର ବିକ୍ଷୋଭ
ETVBHARAT
5 weeks ago
3:27
ପବିତ୍ର ଶ୍ରାବଣ ଶେଷ ସୋମବାର; ଏକାଦଶ ରୁଦ୍ର ହଟକେଶ୍ୱର ମହାଦେବଙ୍କ ନିକଟରେ ଜଳଲାଗି କଲେ କାଉଡ଼ିଆ
ETVBHARAT
6 weeks ago
5:58
ପ୍ରବଳ ବର୍ଷାରେ ବ୍ରିଜ ଉପରେ 3 ଫୁଟର ପାଣି, ଜଳମଗ୍ନ ଅଞ୍ଚଳ ଗସ୍ତ ସମୟରେ ଫସିଲା ବିଧାୟକ ଓ ବିଡିଓଙ୍କ ଗାଡି
ETVBHARAT
6 weeks ago
2:51
ଅଟ୍ରି ହଟକେଶ୍ୱର ପୀଠରେ ଶ୍ରାବଣ ସୋମବାର; ଜଳାଭିଷେକ ପାଇଁ କାଉଡ଼ିଆଙ୍କ ଅସମ୍ଭାଳ ଭିଡ଼
ETVBHARAT
7 weeks ago
1:42
गाजियाबाद में पेट्रोल पंप पर अब कैमरे बताएंगे वाहन का PUC और उम्र, मानक पूरे न होने पर नहीं मिलेगा ईंधन
ETVBHARAT
13 minutes ago
1:55
अलीगढ़ पुलिस का नशे के खिलाफ बड़ा एक्शन; 45 किलो चरस के साथ चार गिरफ्तार, कार भी बरामद
ETVBHARAT
15 minutes ago
1:27
ଯାଜପୁରରେ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ଆକ୍ରମଣ ! ନବୀନ କହିଲେ, କ'ଣ ଓଡ଼ିଶାରେ ଗୁଣ୍ଡାରାଜ୍ ଚାଲିଛି ?
ETVBHARAT
21 minutes ago
1:05
हनीट्रैप में फंसा नेवी जवान: पाकिस्तानी महिला जासूस को गोपनीय जानकारी देने के आरोप में गिरफ्तार
ETVBHARAT
31 minutes ago
1:29
MLC चुनाव में BJP में भी बगावत! आदित्य झा करेंगे नामांकन
ETVBHARAT
46 minutes ago
1:47
ଚିତାଲାଗି ଅମାବାସ୍ୟା; ଭଲ ଫସଲ ଆଶାରେ ଗେଣ୍ଡାଙ୍କ ଉଦ୍ଦେଶ୍ୟରେ ଲାଗି ହେଲା ଚିତଉ ପିଠା
ETVBHARAT
2 months ago
3:24
ଶ୍ରାବଣ ଦ୍ୱିତୀୟ ସୋମବାର; ଜଳାଭିଷେକ ପାଇଁ ଅଟ୍ରି ହଟକେଶ୍ୱର ପୀଠରେ କାଉଡ଼ିଆଙ୍କ ଅସମ୍ଭାଳ ଭିଡ଼
ETVBHARAT
2 months ago
8:44
ପୁରୀ ସହରରେ ଜଳବନ୍ଦୀ ସ୍ଥିତି; ମହାନଗର ନିଗମର ଖାମଖିଆଲ ନୀତିକୁ ସହରବାସୀଙ୍କ କଡା ସମାଲୋଚନା
ETVBHARAT
2 months ago
1:32
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ସତ୍ୟବାଦୀରୁ ପୁରୀ ଶ୍ରୀକ୍ଷେତ୍ର ଗଲା ବଉଳ କାଠ
ETVBHARAT
3 months ago
4:49
ଚଳଚଞ୍ଚଳ ମହେନ୍ଦ୍ରଗିରି, ଆରମ୍ଭ ହେଲା ମହେନ୍ଦ୍ର ପୁରୁଷୋତ୍ତମ ମେଳା ଓ ବିଶ୍ୱଶାନ୍ତି ମହାଯଜ୍ଞ
ETVBHARAT
4 months ago
2:08
ନିମାପଡ଼ାରେ ଉତ୍କଳ ଗୌରବଙ୍କ ଜୟନ୍ତୀ ଓ ଆଇନଜୀବୀ ଦିବସ ପାଳିତ
ETVBHARAT
5 months ago
2:43
ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ପାଳନ
ETVBHARAT
6 months ago
3:29
'ମୋ ନେତାଙ୍କ ସହ ଆଲୋଚନା କରିଛି, ତାଙ୍କ ନିର୍ଦ୍ଦେଶ ମୁତାବକ ଭୋଟ ଦେବି'
ETVBHARAT
7 months ago
3:48
ନିଆଳିରେ 130 ବର୍ଷ ପୁରାତନ ଦୋପଟି ମେଲଣ ଆରମ୍ଭ, ହରିହର ଭେଟ ସହିତ ଏକାଠି ହେଲେ ୬୪ ବିମାନ
ETVBHARAT
7 months ago
3:10
ପୁରୀ ସମୁଦ୍ରରେ ଦେଖିବାକୁ ମିଳିଲା ଡଲଫିନ; ସମୁଦ୍ର ଭିତରେ ଡଲଫିନ ଦେଖି ପର୍ଯ୍ୟଟକ ଉତ୍ସାହିତ
ETVBHARAT
8 months ago
3:06
୨୩ତମ ବଲାଙ୍ଗୀର ଲୋକ ଉତ୍ସବ ଉଦଘାଟିତ, ଲୋକନୃତ୍ୟରେ କମ୍ପିଲା ଶୀତୁଆ ସନ୍ଧ୍ୟା
ETVBHARAT
9 months ago
4:05
ଅଟ୍ରିରେ ମକର ମେଳା; ମାନସିକଧାରୀଙ୍କ ଛୁଆ ପାଇଁ ଗୁଆ ଖୋଜା
ETVBHARAT
9 months ago
1:24
ଘୁମୁରା ଉତ୍ସବ ପୂର୍ବରୁ ନୌକାଚାଳନା ଓ ତୀରନ୍ଦାଜୀ ପ୍ରତିଯୋଗିତା ଅନୁଷ୍ଠିତ
ETVBHARAT
9 months ago
2:43
'ବନ୍ଦେ ମାତରମ୍'ର ୧୫୦ ବର୍ଷ ପୂର୍ତ୍ତି, ବାଲୁକା ଆନିମେସନ୍ ପ୍ରସ୍ତୁତ କଲେ ଶିଳ୍ପୀ ମାନସ
ETVBHARAT
11 months ago
2:47
କମ୍ପାନୀକୁ ବିରୋଧ, ଝାରସୁଗୁଡ଼ା ଜିଲ୍ଲାପାଳ ଅଫିସ ଘେରାଉ କଲେ ଗ୍ରାମବାସୀ
ETVBHARAT
2 years ago