Skip to playerSkip to main content
  • 3 months ago
ଯାଜପୁର: ଆଜିଠାରୁ ଆରମ୍ଭ ହୋଇଛି ଓଡ଼ିଶାର ଗଣପର୍ବ ରଜ । ଏଥିପାଇଁ ଉତ୍ସବମୁଖର ପୁରପଲ୍ଲୀ । ଆଜିଠାରୁ ୩ ଦିନ ଧରି ଓଡ଼ିଶାର ଏହି ଗଣ ପର୍ବକୁ ବେଶ ଧୂମଧାମରେ ପାଳନ କରିବେ ଓଡ଼ିଶାବାସୀ । ଆଜି ପ୍ରଥମ ରଜ ଅବସରରେ ବନ୍ଧୁ ବାନ୍ଧବରେ ଘର ପୁରି ଉଠୁଥିବା ବେଳେ ପ୍ରତିଟି ଘରୁ ଭାସି ଆସୁଛି ପିଠା ମିଠାର ବାସ୍ନା । ପିଠା ପଣାର ବାସ୍ନାରେ ମହକୁଛି ଚତୁର୍ଦ୍ଦିଗ । ପିଲାମାନେ ନୂଆ ବସ୍ତ୍ର ପରିଧାନ କରି ଦୋଳି ଖେଳି ରଜ ମନାଉଥିବା ବେଳେ ସମସ୍ତେ ନିଜ ନିଜ ଉପାୟରେ ରଜ ମନାଉଛନ୍ତି । ଗାଁ ଦାଣ୍ଡରେ ପଶା କବାଡି ସାଙ୍ଗକୁ, ଆମ୍ବ ତୋଟାରୁ ଭାସି ଆସୁଛି କୁଆଁରୀଙ୍କ ସୁମଧୁର ରଜ ଗୀତ । ରଜ ପର୍ବକୁ ସମସ୍ତେ ବେଶ୍ ମନଭରି ଉପଭୋଗ କରୁଛନ୍ତି । ଏହି ଅବସରରେ ଯାଜପୁର ଜିଲ୍ଲା ରସୁଲପୁର ବ୍ଲକର ଖୋସାଲପୁର ଅଞ୍ଚଳରେ ରଜ ମହୋତ୍ସବ ଆୟୋଜନ କରାଯାଇଛି । ଆବାଳ ବୃଦ୍ଧ ବନିତା ସମସ୍ତେ ଏକାଠି ହୋଇ ରଜ ପାଳନ କରୁଛନ୍ତି । ରଜ ଉପଲକ୍ଷେ ସମସ୍ତେ ବେଶ୍ ଉତ୍ସାହିତ ଥିବା ଦେଖିବାକୁ ମିଳିଛି । ଖାଲି ଜିଲ୍ଲାର ରସୁଲପୁର ବ୍ଲକ ନୁହେଁ ଜିଲ୍ଲାର 10 ବ୍ଲକ ଓ ଦୁଇଟି ପୌର ପରିଷଦ ଅଂଚଳରେ ଆଜ ପହଲି ରଜ ଧୁମଧାମ୍ ସହିତ ପାଳନ କରୁଛନ୍ତି ।ଏହା ମଧ୍ୟ ପଢନ୍ତୁ:ନିଆଳିରେ ଧୁମ୍‌ଧାମରେ ଜମିଲା ପହଲି ରଜ ଉତ୍ସବ, ସାମିଲ ହେଲେ ବବି ମିଶ୍ର, ପୋଡ଼ ପିଠା, ଦୋଳି ଖେଳରେ ମଜିଲେ କୁଆଁରୀକୋଣାର୍କରେ ତିନି ଦିନିଆ ରଜ ମହୋତ୍ସବ ଆରମ୍ଭ; ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଓଡ଼ିଶାର ପାରମ୍ପରିକ ପିଠାପଣାଇଟିଭି ଭାରତ, ଯାଜପୁର

Category

🗞
News
Transcript
00:00he is the man of kapita
00:01he is the man of look at his name
00:08when he is the man of the boy
00:12he is the man of the boy
00:15he is the man of the boy
00:17he is the man of the boy
00:18so we are happy about it
00:21in fact that he is the man of the boy
00:26he has done a lot
00:29but I think there is no man
00:32And we went to this plant that came up to us.
00:35And this plant was very low on us these green plants.
00:40And we went to this plant again.
00:44When we were here, it was a marketer.
00:44And we didn't know the plants.
00:46But we thought about it or the plants and the plants.
00:57foreign
01:03foreign
01:19Does her mother ask her, as well, would she be happy or would have to ask her?
01:24She never asked her, because my wife wouldn't be happy, she never asked me.
01:30She did a lot to ask me.
01:32How did her talk about the communityились?
01:35What she said, she were happy about the community.
01:37She was happy about her and she was happy about the community.
01:41She did not ask yourself, she was happy about the community.
02:11I don't know how to do it, but I don't know how to do it.
02:28Thank you very much.
02:52foreign
02:57foreign
03:20foreign
03:26foreign
03:52foreign
03:52foreign
03:52foreign
Comments

Recommended