Skip to playerSkip to main content
  • 5 weeks ago
BALASORE ACCIDENT , ବାଲେଶ୍ଵର: ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ 2ଟି ସ୍ଥାନରେ ଦୁର୍ଘଟଣା ଘଟିଛି । 16 ନମ୍ବର ଜାତୀୟ ରାଜପଥ ମାଟିଆପଡ଼ା ନିକଟରେ ଏକ ଟ୍ରାଭେଲର୍ ନାଳକୁ ଖସି ଗଛରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ, ଜଣଙ୍କର ମୃତ୍ୟୁ ଘଟିଛି । ସେହିପରି ସିମୁଳିଆ ଥାନା ଅନ୍ତର୍ଗତ ଜାମୁଝାଡ଼ି ଓଭରବ୍ରିଜ ଉପରେ ଭୁବନେଶ୍ୱରରୁ ଟାଟା ଅଭିମୁଖେ ଯାଉଥିବା ଶାନ୍ତିଲତା ଯାତ୍ରୀବାହୀ ବସ୍ ଏକ ମାଛ ବୋଝେଇ ଟ୍ରକ୍‌କୁ ଧକ୍କା ଦେଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁଇଟି ଦୁର୍ଘଟଣାରେ 21 ଜଣ ଗୁରୁତର ଆହତ ହୋଇଛନ୍ତି । ପୋଲିସ ଦୁର୍ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଜାରି ରଖିଛି । ଏହି ଦୁଇଟି ଦୁର୍ଘଟଣାରେ 21 ଜଣ ଗୁରୁତର ଆହତ ହୋଇଛନ୍ତି । ପୋଲିସ ଦୁର୍ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଜାରି ରଖିଛି ।

Category

🗞
News
Transcript
00:00This is the world's most beautiful island of the world
00:02It's just a half a football field
00:05But it's about 1000 people from here
00:07Some people think that this island is 1000 years old
00:11But actually it was only 1500 years ago
00:14It was just that some local people came to this island
00:18And this place was very pleasant
00:19Because it was very nice to be here
00:21And some people had their own house
00:24And this place was very nice to be here
Comments

Recommended