Skip to playerSkip to main content
  • 9 months ago
Congress MGNREGA Bachao Sangram ବ୍ରହ୍ମପୁର: ମନରେଗା ନାଁ ପରିବର୍ତ୍ତନକୁ ନେଇ କଂଗ୍ରେସର MGNREGA ବଞ୍ଚାଅ ସଂଗ୍ରାମ । ଏନେଇ ବ୍ରହ୍ମପୁର ଠାରେ ଦଳ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଛନ୍ତି ଦଳର ନେତୃବୃନ୍ଦ । ବ୍ରହ୍ମପୁରରେ ଦଳର ଜିଲ୍ଲା ସଭାପତି ରଶ୍ମୀରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଦଳର ନେତା ତଥା ମାଲକାନଗିରିର ପୂର୍ବତନ ବିଧାୟକ ନିମାଇଁ ସରକାର ଯୋଗ ଦେଇ ବର୍ତ୍ତମାନର କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି । ଦିଲ୍ଲୀ ଓ ପଞ୍ଜାବରେ ଚାଷୀଙ୍କ ପାଇଁ କିଭଳି ମାଗଣାରେ ବିଦ୍ୟୁତ ଯୋଗାଣ ହେଉଥିବା ବେଳେ ଓଡ଼ିଶା କ୍ଷେତ୍ରରେ ତାହା କାର୍ଯ୍ୟକ୍ଷମ ହେଉନଥିବା ସରକାରଙ୍କୁ ସମାଲୋଚନା କରିଛି କଂଗ୍ରେସ ।କଂଗ୍ରେସ କହିଛି ଯେ, MGNREGA ଗ୍ରାମୀଣ ଜୀବିକା ସୁରକ୍ଷାର ମୂଳ ଆଧାର ଭାବେ ପ୍ରତିବର୍ଷ କୋଟି କୋଟି ପରିବାରକୁ ରୋଜଗାର ଯୋଗାଇଛି । ଏଥିଯୋଗୁଁ ଦାଦନ କମିବା ସହିତ ଗ୍ରାମୀଣ ମଜୁରୀ ବଢ଼ିଛି । ସମାଜିକ ଜୀବନରେ ରୋଜଗାରକୁ ଦୀର୍ଘସ୍ଥାୟୀ କରିଛି । ଏହାର ଚାହିଦା ଭିତ୍ତିକ ରୂପରେଖ, ନିଶ୍ଚିତ ମଜୁରୀ ଓ ସିଧାସଳଖ ବ୍ୟାଙ୍କ ଆକାଉଣ୍ଟରେ ଜମା, ବିଶେଷକରି ମହିଳା ଓ ଆଦିବାସୀଙ୍କୁ ଲାଭାନ୍ବିତ କରିଛି । କଂଗ୍ରେସ ଅଭିଯୋଗ କରିଛି ଯେ, ନୂତନ VB-GRAM-G ଆଇନ ଏହି ଢାଞ୍ଚାରୁ ସମ୍ପୂର୍ଣ୍ଣ ଭାବେ ଭିନ୍ନ । ଏହା କାମର ଆଇନଗତ ନିଶ୍ଚିତତାକୁ ହଟାଏ । ଏହା କେନ୍ଦ୍ର ସରକାରଙ୍କ ହାତରେ ନିଷ୍ପତ୍ତିକୁ କେନ୍ଦ୍ରୀଭୂତ କରେ, ଗ୍ରାମସଭା ଓ ପଞ୍ଚାୟତକୁ ଦୁର୍ବଳ କରେ ଏବଂ କେନ୍ଦ୍ରର ମଜୁରୀ ଅଂଶଦାନକୁ ପ୍ରାୟ 90%ରୁ 60% କମାଇ ରାଜ୍ୟ ଓ ଶ୍ରମିକଙ୍କ ଉପରେ ଆର୍ଥିକ ଭାର ଲଦି ଦେଉଥିବା ଯୋଗୁଁ କୃଷିଋତୁରେ ମଧ୍ୟ ସୀମିତ ବଜେଟ ଯୋଗୁଁ କାମ ନ ମିଳିବାର ଆଶଂକା ରହିଛି । କାର୍ଯ୍ୟକ୍ରମରୁ ମହାତ୍ମା ଗାନ୍ଧୀଙ୍କ ନାମ ହଟାଯିବା ଦ୍ବାରା ଶ୍ରମର ମର୍ଯ୍ୟାଦା ପ୍ରତି ଅପମାନ ହୋଇଛି । ଏହା ମଧ୍ୟ ପଢ଼ନ୍ତୁ...ଜାନୁଆରୀ ୫ରୁ କଂଗ୍ରେସ ଆରମ୍ଭ କରିବ 'ମନରେଗା ବଚାଓ ଅଭିଯାନ': CWC ବୈଠକରେ ନିଷ୍ପତ୍ତିବଦଳିଲା MGNREGA ଯୋଜନା ନାଁ, ଗ୍ୟାରେଣ୍ଟି କାର୍ଯ୍ୟ ଦିବସ ୧୨୫ ଦିନକୁ ବୃଦ୍ଧିଏନେଇ କଂଗ୍ରେସ ନେତା ନିମାଇଁ ସରକାର କହିଛନ୍ତି, "ଗରିବ ଲୋକଙ୍କ ପାଇଁ ଥିବା ମନରେଗା ଯୋଜନାକୁ କେନ୍ଦ୍ର ମୋଦି ସରକାର ସମ୍ପୂର୍ଣ୍ଣ ନଷ୍ଟ କରିଦେଲେ । ଗରିବ ଲୋକମାନଙ୍କ ପାଇଁ ଥିବା 100 ଦିନର କାମ ପାଇବାର ଅଧିକରା ନଷ୍ଟ କରିଦେଇଛନ୍ତି । ଫଳରେ 27 ଲକ୍ଷ ଲୋକ ପ୍ରଭାବିତ ହେବେ । ଆସନ୍ତାକାଲି ରାଜ୍ୟସ୍ତରୀୟ ସହ ବ୍ରହ୍ମପୁର ସହରର ମହାତ୍ମାଗାନ୍ଧୀ ପ୍ରତିମୂର୍ତ୍ତି ସମ୍ମୁଖରେ ଉପବାସ ପାଳନ କରାଯିବ । 11 ଜାନୁଆରୀରୁ 16 ଜାନୁଆରୀ ପର୍ଯ୍ୟନ୍ତ ପଞ୍ଚାୟତ ସ୍ତରୀୟ କାର୍ଯ୍ୟକ୍ରମ ସମସ୍ତ ଗ୍ରାମପଞ୍ଚାୟତରେ ପଞ୍ଚାୟତ ସ୍ତରୀୟ ଜନସମ୍ପର୍କ କାର୍ଯ୍ୟକ୍ରମ ଆୟୋଜିତ ହେବ ।"

ଇଟିଭି ଭାରତ, ବ୍ରହ୍ମପୁର

Category

🗞
News
Transcript
00:00We are all living in such a country…
00:05that will make the result of a direct result of the MB&RJ.
00:10We are the ones who will make the result of the result of the persons I do not have,
00:20the result of the result rate of the result of the7000,
00:26I will give you the use of the right to complete the right to complete.
00:33There is no need and not everything.
00:36We will be able to do this in our own lives.
00:41We will change the current situation of the current situation.
00:48The current situation is different.
00:51The first thing about KIC is that KIC is a good thing.
00:58We will have to keep KIC, keep KIC, keep KIC.
01:06We will have to keep KIC.
01:13.
01:20.
01:30.
01:35.
01:38.
01:42the parliament and the AICC.
01:46We are now in the press conference and we are now in the press conference.
01:56We are now in the press conference.
02:01Now we have to conduct the 8th tribes with this press conference,
02:10we have massaged in 2019 to click on the 8th stage.
02:12We have to conduct the 2nd tarich in 2019.
02:17The 3rd tarich in January, the 30th tarich in January,
02:22we are scheduled to conduct the entire state on the 14th stage.
02:27.
02:28This program is used to be used for the program.
02:31This program is used to be used for three issues.
02:35The government is used to be used for 10 years and now it is used for 100 days.
02:42This program is used to be used for 10 years, and the government is used to be used for 40 days.
02:48We can now have a job with Gopalpur.
02:51It is used to be used to work with 100 years.
02:54So, if you have any questions, you can answer your question, and you can answer your question.

Recommended