Skip to player
Skip to main content
Search
Connect
Watch fullscreen
Add to Playlist
Report
ETVBHARAT
Follow
Cyclone Arnab: ଅଶାନ୍ତ ସମୁଦ୍ର, ଗୋପାଳପୁର ବେଳାଭୂମିକୁ ପର୍ଯ୍ୟଟକଙ୍କୁ ବାରଣ
10 hours ago
ଗଞ୍ଜାମ(ଗୋପାଳପୁର): ଅତି ଭୀଷଣ ରୂପ ନେଇ ସ୍ଥଳଭାଗ ଆଡକୁ ମାଡି ଆସୁଛି ବାତ୍ୟା ଅର୍ଣ୍ଣବ । ଆସନ୍ତାକାଲି ଆନ୍ଧ୍ର ଉପକୂଳ ଛୁଇଁବ । ଏହାର ପ୍ରଭାବ ଗଞ୍ଜାମ ଜିଲ୍ଲାରେ ଦେଖିବାକୁ ମିଳିଲାଣି । ଅଶାନ୍ତ ହେଲାଣି ସମୁଦ୍ର । ବଡ଼ ବଡ଼ ଜୁଆର ଆସୁଥିବା ବେଳେ ଜାରି ରହିଛି ତୁହାକୁ ତୁହା ବର୍ଷା । ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଗୋପାଳପୁର ବେଳାଭୂମିକୁ ପର୍ଯ୍ୟଟକଙ୍କୁ ବାରଣ କରାଯାଇଛି । ଏଥିସହିତ ସଜାଗ ରହିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ । ଅନ୍ୟପଟେ ବାତ୍ୟା ‘ଅର୍ଣ୍ଣବ’କୁ ଦୃଷ୍ଟିରେ ରଖି ଗୋପାଳପୁର ବନ୍ଦର ପକ୍ଷରୁ ଆଗୁଆ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ଆନ୍ଧ୍ରପ୍ରଦେଶର ପ୍ରାୟ ୩୪ ଗୋଟି ମାଛଧରା ଡଙ୍ଗାକୁ ବନ୍ଦରର ହାର୍ବରରେ ମଧ୍ୟରେ ସୁରକ୍ଷିତ ଆଶ୍ରୟ ପ୍ରଦାନ କରାଯାଇଛି । ପାଣିପାଗ ସୂଚନା ଅନୁସାରେ, ବାତ୍ୟା ଅର୍ଣ୍ଣବ ଗତ 6 ଘଣ୍ଟାରେ 20 କିମି ବେଗରେ ଗତି କରୁଛି । ବର୍ତ୍ତମାନ ଗୋପାଳପୁର ଠାରୁ 380 କିମି ଦୂରରେ ଅଛି । ତେବେ ଗୋପାଳପୁରରେ କିପରି ରହିଛି ସ୍ଥିତି ସେ ସମ୍ପର୍କରେ ଅଧିକ ସୂଚନା ଦେଇଛନ୍ତି ବ୍ରହ୍ମପୁର ପ୍ରତିନିଧି ସମୀର ଆଚାର୍ଯ୍ୟ...ଏହା ମଧ୍ୟ ପଢନ୍ତୁ:ଲାଇଭ Cyclone Arnab Live Updates: ବାତ୍ୟା ପାଇଁ 48 ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର, 12 ଟ୍ରେନ ବାତିଲ୍, ଗଜପତିରେ ପର୍ଯ୍ୟଟନସ୍ଥଳୀ ବନ୍ଦଅତି ଭୀଷଣ ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବ: ବିଭିନ୍ନ ଜିଲ୍ଲାରେ ବର୍ଷା ଆରମ୍ଭ, ଖୋରଧାରେ ଦୁଇ ଦିନ ସ୍କୁଲ ଛୁଟି
Category
🗞
News
Transcript
Display full video transcript
00:16
This is the story of Gopalapur Samudra Chitra.
00:59
Thank you very much.
01:28
Thank you very much.
01:58
Thank you very much.
02:17
Thank you very much.
Show less
Recommended
1:50
|
Up next
ਗੜ੍ਹੇਮਾਰੀ ਕਰਕੇ ਖ਼ਰਾਬ ਹੋਈ ਕਣਕ, ਕਿਸਾਨਾਂ ਨੇ ਕੀਤੀ ਮੁਆਵਜ਼ੇ ਮੰਗ
ETVBHARAT
7 months ago
1:37
শিলচৰত একেলগে চাৰি ঠাইত জল বিস্ফোৰণ
ETVBHARAT
2 years ago
5:15
ਨਸ਼ਾ ਛੁਡਾਊ ਕੇਂਦਰਾਂ ਵਿੱਚ ਪਹੁੰਚੇ ਸਿਹਤ ਮੰਤਰੀ, ਨਸ਼ਾ ਪੀੜਤ ਲੋਕਾਂ ਦੇ ਇਲਾਜ ਲਈ ਦਿੱਤੀ ਸਹੂਲਤ, 485 ਬਿਸਤਰਿਆਂ ਦਾ ਕੀਤਾ ਗਿਆ ਪ੍ਰਬੰਧ
ETVBHARAT
2 years ago
1:39
ਜੀਰਾ ਵਿਖੇ ਕਣਕ ਦੀ ਫਸਲ ਨੂੰ ਲੱਗੀ ਅੱਗ, ਲਪੇਟ ਵਿੱਚ ਆਇਆ 17 ਸਾਲਾਂ ਨੌਜਵਾਨ, ਹੋਈ ਮੌਤ
ETVBHARAT
2 years ago
9:55
AAP ਨਾਲੋਂ ਤਾਂ ਚੰਗੀ ਸੀ ਕਾਂਗਰਸ ਅਤੇ ਅਕਾਲੀਆਂ ਦੀ ਸਰਕਾਰ, ਠੇਕੇਦਾਰਾਂ ਵੱਲੋਂ ਸਰਕਾਰੀ ਟੈਂਡਰਾਂ ਦੇ ਬਾਈਕਾਟ ਦੀ ਚਿਤਾਵਨੀ
ETVBHARAT
2 years ago
1:35
Tiger Eating Man : Watch Exclusive Shocking Video - Oneindia Telugu
Oneindia Telugu
10 years ago
4:25
কলকাতা পুরনিগমের খসড়া তালিকা ঘিরে ক্ষোভ ! কমিশনের 'প্রস্তুতি' নিয়ে ক্ষুব্ধ বিরোধীরা
ETVBHARAT
25 minutes ago
2:07
'କୋଟିଆ ଓଡ଼ିଶାର ଅବିଚ୍ଛେଦ୍ୟ ଅଙ୍ଗ, ଓଡ଼ିଶାର ଅସ୍ମିତା ଏବଂ ଅଭିମାନ'- ରାଜସ୍ୱ ମନ୍ତ୍ରୀ
ETVBHARAT
28 minutes ago
2:45
भारत-नेपाल सीमा से आने वाले इन वाहनों पर क्यों नहीं हो पा रही कार्रवाई? अब पॉलिसी तैयार करने पर मंथन!
ETVBHARAT
37 minutes ago
0:58
लखनऊ ट्रिपल मर्डर केस में बड़ा एक्शन, आरोपी के मकान पर देर रात चला बुलडोजर
ETVBHARAT
41 minutes ago
3:26
ओडिशा में आदिवासियों का मुफ्त इलाज करने वाला डॉक्टर जेल में क्यों है ? क्या है पूरा मामला ?
ETVBHARAT
51 minutes ago
3:34
ਵਕਫ਼ ਸੋਧ ਬਿੱਲ ਖ਼ਿਲਾਫ਼ ਫਗਵਾੜਾ ’ਚ ਮੁਸਲਿਮ ਭਾਈਚਾਰੇ ਦਾ ਜ਼ਬਰਦਸਤ ਰੋਸ, ਕੇਂਦਰ ਸਰਕਾਰ ਖ਼ਿਲਾਫ਼ ਨਾਅਰੇਬਾਜ਼ੀ
ETVBHARAT
2 years ago
3:44
ਪੁੁਲਿਸ ਵੱਲੋਂ 1 ਪੁਲਿਸ ਕਾਂਸਟੇਬਲ ਸਮੇਤ 2 ਵਿਅਕਤੀ ਕਾਬੂ, 46.91 ਲੱਖ ਰੁਪਏ ਵੀ ਕੀਤੇ ਬਰਾਮਦ
ETVBHARAT
2 years ago
1:25
ਕਿਸਾਨ ਆਗੂ ਦੇ ਘਰ ਈਡੀ ਦੀ ਰੇਡ, ਕਰੀਬ ਚਾਰ ਘੰਟਿਆਂ ਤੱਕ ਚੱਲੀ ਜਾਂਚ
ETVBHARAT
1 year ago
4:33
ভূপেন বৰাক সকীয়নি নদুৱাৰ বিজেপিৰ
ETVBHARAT
2 years ago
2:37
ਮੰਤਰੀ ਧਾਲੀਵਾਲ ਨੇ ਮੰਡੀਆਂ ਅੰਦਰ ਕਣਕ ਦੀ ਖਰੀਦ ਦੇ ਪ੍ਰਬੰਧਾਂ ਦਾ ਲਿਆ ਜਾਇਜ਼ਾ, ਕਹੀ ਇਹ ਗੱਲ
ETVBHARAT
2 years ago
1:13
ਪਰਾਲੀ ਦੇ ਗੱਠਾਂ ਦੇ ਗਡਾਉਣ ਵਿੱਚ ਲੱਗੀ ਭਿਆਨਕ ਅੱਗ
ETVBHARAT
1 year ago
1:16
ಕರಾವಳಿಯ 3 ಜಿಲ್ಲೆಗಳ ಕಡಲ್ಕೊರೆತ: ಶಾಶ್ವತ ಪರಿಹಾರಕ್ಕೆ 300 ಕೋಟಿ ರೂ. ಯೋಜನೆ; ಕಂದಾಯ ಸಚಿವ
ETVBHARAT
1 year ago
3:43
'ਸਾਨੂੰ ਹਿਊਮਨ ਬੰਬ ਬਣਾ ਕੇ ਭੇਜੋ ਪਾਕਿਸਤਾਨ',ਸ਼ਿਵ ਸੈਨਾ ਆਗੂਆਂ ਨੇ ਅਟਾਰੀ-ਵਾਹਗਾ ਬਾਰਡਰ 'ਤੇ ਕੀਤੀ ਮੰਗ
ETVBHARAT
1 year ago
3:30
संकिसा में केंद्रीय मंत्री किरेन रिजिजू ने की बौद्ध स्तूप की परिक्रमा, बोले- कुर्सी बचाने के लिए एकजुट हुआ इंडिया गठबंधन
ETVBHARAT
53 minutes ago
1:15
বাল্যবিবাহৰ বিৰুদ্ধে পুনৰ সক্ৰিয় অসম আৰক্ষী: কলগাছিয়াত নিশাটোৰ ভিতৰতে ১৭ গৰাকীক গ্ৰেপ্তাৰ
ETVBHARAT
58 minutes ago
2:37
छत्तीसगढ़ राज्योत्सव पर कांग्रेस के दिग्गज रहेंगे गायब, दिल्ली के प्रदर्शन से गरमाएगी सियासत
ETVBHARAT
1 hour ago
1:18
ବେଙ୍ଗାଲୁରୁରେ ଇଲେକ୍ଟ୍ରିକ୍ ହ୍ୱିଲଚେୟାରରେ ଖାଦ୍ୟ ପହଞ୍ଚାଉଛନ୍ତି ଓଡ଼ିଆ ଯୁବକ: ହେଲମେଟକୁ ନେଇ ବାଣ୍ଟୁଛନ୍ତି ସଚେତନତାର ବାର୍ତ୍ତା
ETVBHARAT
1 hour ago
2:26
Cyclone Arnab LIVE | Cyclone Arnab Likely To Make Landfall Early On Wednesday In Andhra Pradesh
ETVBHARAT
1 hour ago
2:54
कर्नाटक में फाइनल वोटर लिस्ट जारी: कुल 4.55 करोड़ मतदाता शामिल, महिला मतदाताओं की संख्या पुरुषों से अधिक
ETVBHARAT
1 hour ago