Skip to player
Skip to main content
Search
Connect
Watch fullscreen
Like
Bookmark
Share
More
Add to Playlist
Report
ମୁମ୍ବାଇରେ ସ୍ୱାଭିମାନୀ ଓଡ଼ିଆ ଓମେନ୍ ଓ୍ବାର୍ଲଡ୍ ପକ୍ଷରୁ ରଜ ମହୋତ୍ସବ ସେଲିବ୍ରେସନ୍
ETVBHARAT
Follow
7 months ago
Raja Mahotsav 2025 Celebrated by Swabhimani Odia Womens World in Mumbai ହାଇଦ୍ରାବାଦ: ମୁମ୍ବାଇରେ ସ୍ୱାଭିମାନୀ ଓଡିଆ ଓମେନ୍ ଓ୍ବାର୍ଲଡ ପକ୍ଷରୁ ରଜ ମହୋତ୍ସବ 2025 । ସ୍ୱାଭିମାନୀ ଓଡ଼ିଆ ମହିଳା ବିଶ୍ୱ (SOWW) ପକ୍ଷରୁ ମୁମ୍ବାଇରେ ରଜ ମହୋତ୍ସବ ୨୦୨୫ ଧାମାଧୁମରେ ପାଳନ ହୋଇଯାଇଛି । ଏଥିରେ ୩୦୦ରୁ ଅଧିକ ଅତିଥି ଯୋଗଦେଇ ଓଡ଼ିଆ ପରମ୍ପରାକୁ ଉଦ୍ଯାପିତ କରିଥିଲେ । ପ୍ରବାସୀ ଓଡିଆ ମହିଳା ସଂଗଠନ ଦ୍ୱାରା ଆୟୋଜିତ ମହୋତ୍ସବ ମଞ୍ଚକୁ ଆଲୋକିତ କରିଥିଲେ ଅନେକ ପ୍ରସିଦ୍ଧ ଅତିଥି, ଅମୃତା ନାୟକ (Sa Re Ga Ma Pa ଫାଇନାଲିଷ୍ଟ ଓ ଗାୟିକା), ରାଗିନୀ ସୁତ୍ରଧାର (ଅଭିନେତ୍ରୀ ଓ ସାମାଜିକ କାର୍ଯ୍ୟକର୍ତ୍ତା), ହେତାଲ୍ (ସୋସିଆଲ ମିଡ଼ିଆ ଇନ୍ଫ୍ଲୁଏନ୍ସର ଓ ମେକଅପ ଆର୍ଟିସ୍ଟ) । ଏହି ଉତ୍ସବ ଅବସରରେ ମୁମ୍ବାଇ କୁର୍ଲାର ଉତ୍କଳ ଇଂଲିଶ ମିଡିଅମ୍ ସ୍କୁଲ ପାଇଁ ପୁସ୍ତକ ଏବଂ ଲାଇବ୍ରେରୀ ନିମନ୍ତେ ଅନୁଦାନ ସଂଗ୍ରହ କରାଯାଇଛି । ଏଠାରେ ଓଡ଼ିଆ ଭାଷା ଶିକ୍ଷା ମଧ୍ୟ ହୋଇଥାଏ ।SOWW ହେଉଛି ଓଡ଼ିଆ ମହିଳାମାନଙ୍କ ଦ୍ୱାରା ଚାଲିଥିବା ଏକ ମଞ୍ଚ । ଯେଉଁଠି ଭାଷା, ସଂସ୍କୃତି ଓ ପରମ୍ପରାକୁ ସୁରକ୍ଷିତ କରିବା ଏବଂ ନାରୀ ସଶକ୍ତିକରଣକୁ ମୁଖ୍ୟ ଲକ୍ଷ୍ୟ ରଖାଯାଇଛି । ପାରମ୍ପରିକ ଉତ୍ସବ ରଜ ମହୋତ୍ସବ ୨୦୨୫ରେ ସାହିତ୍ୟିକ ଓ ସାମାଜିକ ଚେତନାର ଶ୍ରେଷ୍ଠ ମିଶଣ ଦେଖିବାକୁ ମିଳିଥିଲା । ରଜ ମହୋତ୍ସବକୁ ଆୟୋଜନ କରିଥିଲେ ସବିତା ପତ୍ର, ହିମାନୀ ବୋହିଦାର ପଟ୍ଟନାୟକ, ମୋନାଲିସା ପତ୍ର, ତନୁଶ୍ରୀ ଦାସ, ସ୍ୱାସ୍ତିକ ପ୍ରିୟଦର୍ଶିନୀ, ଜ୍ୟୋତ୍ସ୍ନା ନାୟକ, ସଙ୍ଗୀତା ରାଉତ, ସୁଜାତା ଅଧିକାରୀ, ଶତାବ୍ଦୀ ପଣ୍ତା, ବନାନୀ ପ୍ରହରାଜ ଓ ଚଞ୍ଚଳ ପତ୍ର । ଏହି ଉତ୍ସବକୁ ପରିଚାଳନା କରିଥିଲେ ଆଙ୍କର ଓ କୋର୍ ଟିମ ସଦସ୍ୟ ଶକ୍ତି ଖଡଙ୍ଗା, କବିର ପଟ୍ଟନାୟକ ।
Category
🗞
News
Be the first to comment
Add your comment
Recommended
2:59
|
Up next
ବ୍ରହ୍ମପୁରରେ ବାବା ବାଗେଶ୍ୱର, ହିନ୍ଦୁରାଷ୍ଟ୍ର ଗଠନ ପାଇଁ ଦେଲେ ଆହ୍ୱାନ
ETVBHARAT
1 year ago
1:31
ଅନ୍ତର୍ଜାତୀୟ ଯୋଗ ଦିବସ; ବାଲୁକା ଚିତ୍ରକଳାରେ ସଚେତନତା ବାର୍ତ୍ତା
ETVBHARAT
7 months ago
1:08
ବାଲୁକା ଚିତ୍ରକଳାରେ ବିଶ୍ଵକପ ବିଜୟୀ ମହିଳା କ୍ରିକେଟ ଟିମକୁ ଶୁଭେଚ୍ଛା
ETVBHARAT
3 months ago
3:31
ମହାପ୍ରଭୁଙ୍କ ପ୍ରେମରେ ମରିସସର ପ୍ରବାସୀ ଭାରତୀୟ ମହମ୍ମଦ ଅରସଦ
ETVBHARAT
1 year ago
1:08
ନିଆରା ଢଙ୍ଗରେ ଗଣେଶ ପୂଜା ଶୁଭେଚ୍ଛା ଜଣାଇଲେ ସୁଦର୍ଶନ
ETVBHARAT
5 months ago
2:00
1000 ଦୀପରେ ବାଲୁକା କଳା, ଦୀପାବଳି ଶୁଭେଚ୍ଛା ଜଣାଇଲେ ସୁଦର୍ଶନ
ETVBHARAT
3 months ago
3:18
ପ୍ରୟାଗରାଜର କୁମ୍ଭମେଳାରୁ ଫେରି ଅନୁଭୂତି ବଖାଣିଲେ ଶ୍ରଦ୍ଧାଳୁ
ETVBHARAT
1 year ago
3:15
ମହାନଦୀର କୁଲାରୀକୁଦ ଟାପୁରେ ଫସିଲେ ହାତୀପଲ
ETVBHARAT
6 months ago
1:10
ମହାକାଳୀ ବେଶରେ ଦର୍ଶନ ଦେଉଛନ୍ତି ମା' ଭଦ୍ରକାଳୀ
ETVBHARAT
3 months ago
2:11
Teachers Day: ବାଲୁକା କଳାରେ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଗୁରୁ ଦିବସ ଶୁଭେଚ୍ଛା
ETVBHARAT
5 months ago
1:12
ବାଲୁକା କଳାରେ ପହଲଗାମ ମୃତକଙ୍କୁ ସୁଦର୍ଶନଙ୍କ ଶ୍ରଦ୍ଧାଞ୍ଜଳି
ETVBHARAT
9 months ago
4:09
କୋଣାର୍କ ମହୋତ୍ସବ: ଓଡ଼ିଶୀ ନୃତ୍ୟ ଦେଖି ଅଭିଭୂତ ହେଲେ ରାଜ୍ୟପାଳ
ETVBHARAT
6 weeks ago
1:17
ସ୍ୟାଣ୍ଡ ଆନିମେସନରେ ଋଷ ରାଷ୍ଟ୍ରପତି ପୁଟିନଙ୍କୁ ସ୍ବାଗତ ଜଣାଇଲେ ଶିଳ୍ପୀ ମାନସ ସାହୁ
ETVBHARAT
6 weeks ago
2:45
ବାଲୁକା ଚିତ୍ରକଳାରେ ପ୍ଲାଷ୍ଟିକ ପ୍ରଦୂଷଣ ସଚେତନତା ବାର୍ତ୍ତା
ETVBHARAT
8 months ago
5:05
మేడారంలో నేడు కేబినెట్ భేటీ - మున్సిపల్ ఎన్నికలు సహా కీలకాంశాలపై చర్చ
ETVBHARAT
10 minutes ago
6:07
सिंचाई मंत्री श्रुति चौधरी के आवास पर मजदूरों का हल्ला बोल, बोले- श्रम कल्याण बोर्ड खत्म कर रही सरकार
ETVBHARAT
11 minutes ago
4:08
কনকনে ঠান্ডায় আপাতত ইতি, একাধিক জেলায় কুয়াশার সতর্কতা
ETVBHARAT
13 minutes ago
3:09
नालियों के भीतर से गुजरी पानी की पाइप लाइन, वीडियो बना नगर निगम के सामने कांग्रेस ने दिया धरना
ETVBHARAT
14 minutes ago
3:01
भारत - न्यूजीलैंड T-20 मैच, बोला रायपुर, मिडिल ऑर्डर कमजोर लेकिन जीत होगी पक्की
ETVBHARAT
20 minutes ago
4:39
పెట్టుబడుల కోసం దావోస్కు చంద్రబాబు- దిగ్గజ పారిశ్రామికవేత్తలతో వరుస భేటీలు
ETVBHARAT
25 minutes ago
0:53
नई दिल्ली-पटना तेजस राजधानी में बम की सूचना से हड़कंप; अलीगढ़ में 31 मिनट रोकी ट्रेन
ETVBHARAT
41 minutes ago
0:34
डिलीवरी के बाद महिलाओं को नहीं होगा कमरदर्द, बिना दवा के मिलेगा आराम, अंतर्राष्ट्रीय मंच तारीफ
ETVBHARAT
44 minutes ago
6:40
लुप्त हो रही राजस्थान की ये विधा, मशक वाद्य यंत्र की अनोखी कहानी, आज कलाकार पहचान के मोहताज
ETVBHARAT
1 hour ago
3:52
ବ୍ରହ୍ମପୁର ମହାନଗର ନିଗମରେ ଆରମ୍ଭ ହେଲା କୁକୁର ବନ୍ଧ୍ୟାକରଣ, ଘରୋଇ ସଂସ୍ଥାକୁ ୨ ବର୍ଷ ପାଇଁ ଦାୟିତ୍ୱ
ETVBHARAT
8 hours ago
1:12
કેશોદ પોલીસ મથકમાં આરોપીનું કસ્ટોડીયલ ડેથ માંગરોળ ડીવાયએસપીને સોંપવામાં આવી તપાસ
ETVBHARAT
8 hours ago
Be the first to comment