ପ୍ରାୟ ଦେଢ଼ମାସର ଲୁଚକାଳି ଖେଳ ପରେ କବଜାକୁ ଆସିଛି ବାଉନ୍ସର ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ । କମିଶନରେଟ୍ ପୋଲିସର ଏକ ସ୍ପେଶାଲ ଟିମ୍ ବାଉନସର ଗ୍ୟାଙ୍ଗର ସର୍ଦ୍ଦାର ରାଘବ ଜେନା ଓ ତାର ଜଣେ ସହଯୋଗୀକୁ ବାଙ୍କୀ ଅଞ୍ଚଳରୁ ଗିରଫ କରି କୋର୍ଟଚାଲାଣ କରିଛି । OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts. Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Be the first to comment