କେତେବେଳେ ସାଧାରଣ ଲୋକଙ୍କୁ ତ ଆଉ କେତେବେଳେ ବଡ଼ବଡ଼ ଅଫିସରଙ୍କୁ ଧକ୍କା ଦେଇ ମୋବସ୍ ଚର୍ଚ୍ଚାରେ ରହିଛି । ଅନେକ ବ୍ୟକ୍ତି ଦୁର୍ଘଟଣା ଲାଗି ମୋ ବସ୍ ଡ୍ରାଇଭରଙ୍କ ବେପରୁଆ ଗାଡ଼ିଚାଳନାକୁ ଦାୟୀ କରିଥାନ୍ତି । ହେଲେ ମଙ୍ଗଳବାର କଟକ ଅତିରିକ୍ତ ଜିଲ୍ଲାପାଳଙ୍କ ଗାଡ଼ି ଏୟାରପୋର୍ଟକୁ ଯିବା ସମୟରେ ମୋ ବସ୍ ସହ ଧକ୍କା ହୋଇଥିଲା । ପ୍ରଶ୍ନ ଉଠିଥିଲା ଭୁଲ୍ କାହାର ? OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts. Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Be the first to comment