କଟକର ବହୁଚର୍ଚ୍ଚିତ ଭଣ୍ଡ ମୌଲାନା କୈଫି ଖାନର ଫିଟୁଛି ମହାଗୁମର । ଗୁପ୍ତଧନ ଖୋଳିବା ଏବଂ ଭୂତକୁ ଛଡ଼ାଇବାର ଭାଣ୍ଡାମି କରି ଲୋକଙ୍କୁ ଭୂଆଁ ବୁଲାଇଥିବା କୈଫି ଖାନ ବିରୋଧରେ ସାମ୍ନାକୁ ଆସିଲାଣି ଛଅ ଛଅଟି ମାମଲା । ଅନ୍ଧବିଶ୍ୱାସର ଜାଲରେ ଛନ୍ଦି କେମିତି ଲକ୍ଷ ଲକ୍ଷର ଚୂନା ଲଗାଇଛି ବହୁ ଲୋକଙ୍କୁ, ତାହାର କଳା ତାଲିକା ଲାଗିଛି ପୋଲିସ ହାତରେ । OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts. Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Be the first to comment