ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେଥିଲାଗି ସଜେଇ ହୋଇଛି ନିଜ ଜିଲ୍ଲା ମୟୂରଭଞ୍ଜ । ଦିନ ୧୦ଟା ୪୦ରେ ନିଜ ଗାଁ ମୟୂରଭଞ୍ଜର ପାହାଡପୁରରେ ରାଷ୍ଟ୍ରପତି ପହଞ୍ଚିବେ । ପହଞ୍ଚିବା ପରେ ସ୍ୱାମୀ ଶ୍ୟାମଚରଣ ମୁର୍ମୁଙ୍କ ସମାଧିରେ ପୁଷ୍ପମାଲ୍ୟ ଅର୍ପଣ କରିବେ । ପରେ ଗୋଷାଣୀ ନୂଆଗାଁ ଗସ୍ତରେ ଯିବେ ଦ୍ରୌପଦୀ । OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts. Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Be the first to comment