Viral Video- Odisha Schoolboy Entertains Classmates, Teachers With Amazing Voice

  • 3 years ago
Watch & Listen To The Amazing Voice of This School Boy Who Sung a Beautiful Odia Song In Classroom
(ଦର୍ଶକ ବନ୍ଧୁ ଏ ଦୃଶ୍ୟ ସମ୍ପର୍କରେ ବୋଧହୁଏ ଆପଣଙ୍କୁ ବେଶି କିଛି ବୁଝାଇବାର ନାହିଁ। କେବଳ ଏତିକି କୁହାଯାଇ ପାରେ ଯେ, ପିଲାଦିନେ ସ୍କୁଲରେ ପାଠ ପଢ଼ିଲା ବେଳେ ବହୁ ପିଲାଙ୍କ ମଧ୍ୟରେ ଏମିତି କିଛି କଳାଥାଏ ଯାହାକୁ ଉପଯୁକ୍ତ ପ୍ଲାଟଫର୍ମ ଟିଏ ମିଳି ନଥାଏ। କିନ୍ତୁ ପରବର୍ତ୍ତି ସମୟରେ କିଏ ନୃତ୍ୟ, ସଙ୍ଗୀତ, ବାଦ୍ୟଯନ୍ତ୍ର ଠାରୁ ଆରମ୍ଭ କରି ଏକାଧିକ କଳାତ୍ମକ କ୍ଷେତ୍ରକୁ ସଫଳତାର ସହ ବାଛି ନିଅନ୍ତି। ଆଉ ଏହା ସବୁଠାରୁ ଏକ ସୁନ୍ଦର କଥା ଯେ, ଏହି ଛାତ୍ରଛାତ୍ରୀଙ୍କ କଳାକୁ ଗୁରୁଜୀ, ଗୁରୁମା ଶୁଭେଚ୍ଛା ଜଣାଇବା ଆଳରେ ସେମାନଙ୍କୁ ଅଧିକ ଉତ୍ସାହିତ କରି ପିଲାମାନଙ୍କୁ ତାଙ୍କ ଲୁକ୍କାୟୀତ କଳା ପରିବେଷଣ କରିବାର ସୁଯୋଗ ଦେଇଛନ୍ତି। ଆଉ ଏହା ହିଁ ଏ ପିଲାମାନଙ୍କୁ ଆଗକୁ ନେବାରେ ସହାୟ ହେବ ବୋଲି ଆମେ ଆଶା କରିବା। ଏଠାରେ ଆମର ନିବେଦନ ଯେ, ଏ ଭିଡିଓର ଭାବାବେଗକୁ କେହି କଦର୍ଥ କରିବା ନାହିଁ ବରଂ ଆମେ ଏହାକୁ ଅଧିକରୁ ଅଧିକ ସେୟାର କରିବା ଏବଂ ଏ ପିଲାମାନଙ୍କୁ ଉତ୍ସାହିତ କରିବା।)

OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.

Stay tuned for all the breaking news !

Visit Our Website https://odishatv.in/
News In Odia: https://khabar.odishatv.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://live.odishatv.in/
YouTube: https://goo.gl/Ehz6OP
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/


#OdishaTV #OTV