Skip to playerSkip to main contentSkip to footer
  • yesterday
ଆସନ୍ତା ୩୧ ତାରିଖରେ ହେବାକୁ ଥିବା ସ୍ୱତନ୍ତ୍ର ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (SOTET) ପୁଣି ଥରେ ସ୍ଥଗିତ କରିଛି ବୋର୍ଡ଼ । ପରୀକ୍ଷା ନେଇ ପୁଣି ସାନି ବିଜ୍ଞପ୍ତି ପ୍ରକାଶ ପାଇବ ।

Category

🗞
News

Recommended