Skip to player
Skip to main content
Skip to footer
Search
Connect
Watch fullscreen
Like
Bookmark
Share
Add to Playlist
Report
ଓଡିଶା ବନ୍ଦ ବେଳେ ମହିଳା ବେହୋସ, ଏମିତି ବଞ୍ଚାଇଲେ ପୋଲିସ ବାବୁ...
ETVBHARAT
Follow
7/17/2025
Bharat Band, ଭୁବନେଶ୍ବର: ବାଲେଶ୍ବର ଫକୀର ମୋହନ କଲେଜ ଛାତ୍ରୀ ମୃତ୍ୟୁ ଘଟଣାକୁ ନେଇ ସାରା ରାଜ୍ୟରେ କଂଗ୍ରେସ ଦେଇଛି 12 ଘଣ୍ଟିଆ ବନ୍ଦ ଡାକରା । ରାଜ୍ୟ ପରିବହନ ବ୍ୟବସ୍ଥା ଠପ୍ ହୋଇ ପଡିଛି । ଏହି ସମୟରେ ରାସ୍ତା ମଝିରେ ଫସି ରହିଥିଲା ଖଡ଼ିଆଳରୁ କଟକ SCB ମେଡିକାଲକୁ ଯାଉଥିବା OD02CZ6399 ନମ୍ବର ବିଶିଷ୍ଟ ସାରଳା ବସ । କଟକ SCB ମେଡିକାଲକୁ ଯାଉଥିବା ସାରଳା ବସରେ ଜଣେ ମହିଳା ରୋଗୀଙ୍କ ସ୍ବାସ୍ଥ୍ୟ ଗୁରୁତର ହେବାରୁ ସେ ବସରୁ ବାହାରି ନିଜେ ମେଡିକାଲ ଯିବାକୁ ବାହାରିଥିଲେ । ମାତ୍ର ସେ ଠିଆ ହେବା ଅବସ୍ଥାରେ ମଧ୍ୟ ନଥିଲେ । ଏହି ସମୟରେ ମହିଳାଙ୍କ ଉପରେ ପାହାଳ ଥାନା SI ସ୍ମୃତି ରଞ୍ଜନଙ୍କ ନଜର ପଡିଥିଲା । ସେ କାଳ ବିଳମ୍ବ ନ କରି ସଙ୍ଗେ ସଙ୍ଗେ ମହିଳାଙ୍କୁ ହାତରେ ଟେକି ନେଇ ରାସ୍ତା ପାର କରାଇଥିଲେ । ଏହା ପରେ ଆମ୍ବୁଲାନ୍ସ ଡକାଇ କଟକ ଡାକ୍ତରଖାନା ପଠାଇଥିଲେ ପୋଲିସ ଅଧିକାରୀ । ପାହାଳ ଥାନା ସବଇନସ୍ପେକ୍ଟର ସ୍ମୃତି ରଞ୍ଜନଙ୍କ ଏଭଳି କାମ ଦେଖି ଉପସ୍ଥିତ ଲୋକ ପ୍ରଶଂସା କରିଥିଲେ । ଏହା ମଧ୍ୟ ପଢନ୍ତୁ: ଲାଇଭ Odisha Bandh LIVE: ବାଲେଶ୍ବର ଛାତ୍ରୀ ନିର୍ଯାତନା ମାମଲା, କଂଗ୍ରେସର 12 ଘଣ୍ଟିଆ ବନ୍ଦର ରାଜ୍ୟସାରା ପ୍ରଭାବ, ଯାତ୍ରୀ ହନ୍ତସନ୍ତଇଟିଭି ଭାରତ, ଭୁବନେଶ୍ବର
Category
🗞
News
Recommended
3:34
|
Up next
ମହାପ୍ରଭୁଙ୍କ ପାଇଁ ହନୁମାନ ବେଶ, ଜୟ ଶ୍ରୀରାମ ଧ୍ବନୀରେ କମ୍ପିଲା ବଡ଼ଦାଣ୍ଡ
ETVBHARAT
6/11/2025
3:18
ପ୍ରୟାଗରାଜର କୁମ୍ଭମେଳାରୁ ଫେରି ଅନୁଭୂତି ବଖାଣିଲେ ଶ୍ରଦ୍ଧାଳୁ
ETVBHARAT
1/17/2025
2:59
ବ୍ରହ୍ମପୁରରେ ବାବା ବାଗେଶ୍ୱର, ହିନ୍ଦୁରାଷ୍ଟ୍ର ଗଠନ ପାଇଁ ଦେଲେ ଆହ୍ୱାନ
ETVBHARAT
1/15/2025
3:31
ମହାପ୍ରଭୁଙ୍କ ପ୍ରେମରେ ମରିସସର ପ୍ରବାସୀ ଭାରତୀୟ ମହମ୍ମଦ ଅରସଦ
ETVBHARAT
1/8/2025
2:46
ନାଚୁଛି ମୁଁ ଆଜି କାଳିଆ ପାଇଁ....
ETVBHARAT
7/5/2025
2:45
ବାଲୁକା ଚିତ୍ରକଳାରେ ପ୍ଲାଷ୍ଟିକ ପ୍ରଦୂଷଣ ସଚେତନତା ବାର୍ତ୍ତା
ETVBHARAT
6/5/2025
2:28
ବ୍ରହ୍ମପୁର Mkcg ମେଡିକାଲ ପରିସରର ମେଡିସିନ ୱାର୍ଡରେ ନିଆଁ
ETVBHARAT
1/7/2025
2:53
'ତତେ ମାରିବ ଯିଏ ଗୋପପୁରରେ ବଢ଼ୁଛି ସିଏ' ବିଜୁଳିକନ୍ୟାର ଶୂନ୍ୟବାଣୀରେ ଥରହର କଂସ
ETVBHARAT
1/6/2025
1:11
ଝାରସୁଗୁଡ଼ାରେ ନେତାଜୀ ସୁଭାଷ ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମୋତ୍ସବ
ETVBHARAT
1/23/2025
3:19
মমতার পায়ে লুটিয়ে পড়বেন মীরাতুন 'যদি...', কড়া ভাষায় তোপ মুখ্যমন্ত্রীকে
ETVBHARAT
today
2:33
ପଟ୍ଟାମୁଣ୍ଡାଇ ଛାତ୍ରୀ ମୃୃତ୍ୟୁ ଘଟଣା; ପୁରୁଷ ବନ୍ଧୁଙ୍କ ନାଁରେ ଏତଲା ଦେଲେ ମୃତ ଛାତ୍ରୀଙ୍କ ବାପା
ETVBHARAT
today
3:37
সিপিএমের হয়ে রাজনীতি করছে অভয়া মঞ্চ, অভিযোগ নির্যাতিতার বাবার
ETVBHARAT
today
0:57
অসমৰ মুখ্যমন্ত্ৰী হিমন্ত বিশ্ব শৰ্মাৰ বিৰুদ্ধে ষড়যন্ত্ৰ ! শীঘ্ৰে বিস্ফোৰণ ঘটাব বাবুলাল মাৰাণ্ডীয়ে
ETVBHARAT
today
6:48
ਕਿਸਾਨਾਂ ਵੱਲੋਂ ਮਹਾਪੰਚਾਇਤ ਦਾ ਐਲਾਨ, ਕੇਂਦਰ ਤੇ ਪੰਜਾਬ ਸਰਕਾਰ ਖਿਲਾਫ਼ ਕਰਨਗੇ ਲਾਮਬੰਦੀ
ETVBHARAT
today
4:14
ଅପରାଧି ହେବେ ସାବାଡ୍, ରାଜ୍ୟରେ ଚାଲିଛି 'ସିକ୍ରେଟ ଅପରେସନ ଗରୁଡ଼'
ETVBHARAT
today
3:31
শিৱসাগৰত ডাম্পাৰ বিস্ফোৰণত আহত ২
ETVBHARAT
today
4:06
বিপদসীমা পেরিয়েছে গঙ্গা-ফুলহর, মালদায় দুর্গত লক্ষাধিক মানুষ
ETVBHARAT
today
1:16
भाजपा का तिरंगा अभियान-झारखंड में हर घर तक तिरंगा पहुंचाने का भाजपा ने रखा है लक्ष्य
ETVBHARAT
today
0:30
बारिश में नहाते समय बिजली गिरी; एक सेकंड में किशोर की मौत, सीसीटीवी कैमरे में कैद हुई घटना, देखें वीडियो
ETVBHARAT
today
0:18
खूंटी में सड़क हादसे में तीन लोगों की मौत, घर में राखी बांधने का इंतजार करती रह गई बहन
ETVBHARAT
today
2:19
ପୁଣି ଲଘୁଚାପ; 12 ଓ 13ରେ ପ୍ରବଳ ବର୍ଷା, ଅଗଷ୍ଟ 15ରେ ପାଗ ଶୁଖିଲା
ETVBHARAT
today
3:56
আরজি করের নির্যাতিতা বিচার পেল না, আক্ষেপ ‘থ্রেট কালচার মুক্ত’ উত্তরবঙ্গ মেডিক্যালের
ETVBHARAT
today
2:37
कुल 20 मिनिट का रक्षा बंधन, सलाखों के पीछे भाई... आंखों से गिरता सावन
ETVBHARAT
today
1:37
বাংলায় সাইনবোর্ড না-লিখলে নামিয়ে দেব, হুঁশিয়ারি মেয়র ফিরহাদের
ETVBHARAT
today
7:37
बुरहानपुर के स्कूल में सेमी सर्कल बैठक व्यवस्था, कक्षा में कोई नहीं है बैकबेंचर
ETVBHARAT
today