Skip to playerSkip to main content
କଟକ ମହାନଗର ନିଗମର ୫୯ ନମ୍ବର ଓ୍ୱାର୍ଡର ତେଲେଙ୍ଗା ପେଣ୍ଠର ଐତିହାସିକ ଗାନ୍ଧୀ ସ୍ମୃତି ପୀଠରେ ଆଜି ଶହୀଦ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ କଟକ ମହାନଗର ନିଗମର ୫୯ ଓ୍ୱାର୍ଡର କର୍ପୋରେଟର ମମତା ମହାନ୍ତି ଓ ଅନ୍ୟାନ୍ୟ ସମାଜସେବୀ, ସାମ୍ବାଦିକ ଏବଂ ଅଗ୍ରଣୀ ବ୍ୟକ୍ତିବର୍ଗ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଉନ୍ମୁକ୍ତ ସ୍ମୃତି ଚାରଣ କଲେ।

#ଶହୀଦ_ଦିବସ #ମହାତ୍ମା_ଗାନ୍ଧୀ #କଟକ #ଗାନ୍ଧୀ_ସ୍ମୃତି_ପୀଠ #ମାଲ୍ୟାର୍ପଣ #ସମାଜସେବୀ #ସ୍ମୃତି_ଚାରଣ

Category

🗞
News
Comments

Recommended