Skip to playerSkip to main content
  • 4 years ago
ଆବଶ୍ୟକୀୟ ସାମଗ୍ରୀ

2କପ ଅଟା ,3ଟି କଦଳୀ ,ଗୁଡ ,ନଡ଼ିଆ କୋରା ,ଛେନା ,ଗୁଜୁରାତି ,ଲୁଣ ,ତେଲ .

ପ୍ରସ୍ତୁତ ପ୍ରଣାଳୀ

ପ୍ରଥମେ ଏକ ପାତ୍ର ଆଣି ସେଥିରେ ଅଟା ,କଦଳୀ ,ନଡ଼ିଆ କୋରା ,ଗୁଡ ,ଛେନା ,ଗୁଜୁରାତି ,ଓ ଲୁଣ ପକେଇ ଭଲ ଭାବରେ ମିଶାଇ ଘୋଳାନା ପ୍ରସ୍ତୁତ କରିରଖିବା
ତା ପରେ ଗ୍ୟାସ ଲଗେଇ ଟାୱା ବସେଇ ସେଥିରେ ତେଲ ପକେଇ ଗରମ କରିବା ତେଲ ଗରମ ହୋଇଗଲା ପରେ ସେଥିରେ ପ୍ରସ୍ତୁତ ହୋଇ ରହିଥିବା ଘୋଳାନା କୁ ଡଙ୍କି ରେ ପିଠା ତିଆରି କରିବା
ପିଠା ହୋଇଗଲା ପରେ ଗରମ ଗରମ ଖାନ୍ତୁ .ଏହାକୁ ସକାଳେ ଏବଂ ସନ୍ଧ୍ୟାରେ ଖାଇପାରିବେ ,ଓଷା ବ୍ରତ ରେ ମଧ୍ୟ ଖାଇ ପାରିବେ ,କିପରି ଲାଗୁଚି ଏହି ସ୍ୱାମାଲପୁଆ ପରି ଅତି ସ୍ୱାଦିଷ୍ଠ ଅଟା ଚକୁଳି [କମ ସମୟରେ ଓ କମ ସାମଗ୍ରୀ ରେ ସ୍ୱାଦିଷ୍ଠ ଚକୁଳି ନନେଇ ଖାନ୍ତୁ ]

ଆପଣ ଙ୍କ ଦିନ ଶୁଭ ମୟ ହେଉ .
Comments

Recommended