Skip to playerSkip to main content
  • 4 years ago
ପାଳଙ୍ଗ ଶାଗ ଖରଡ଼ା : (ବିନା ପିଆଜ ରସୁଣ )
ଆପଣ ଚାହିଁଲେ ପିଆଜ ରସୁଣ ପକେଇପାରିବେ I
ଆବଶ୍ୟକୀୟ ସାମଗ୍ରୀ :
ପାଳଙ୍ଗ ଶାଗ 500 ଗ୍ରାମ ,2ଟି ଆଳୁ ,2ଟି ବାଇଗଣ ,200ଗ୍ରାମ ମୁଗ ଡାଲି ,କିଛି ଜିରା ,ଶୋରିଷ ,ଲୁଣ ,ହଳଦୀ ,ତେଲ , କଟା କଞ୍ଚାଲଙ୍କା

ପ୍ରସ୍ତୁତ ପ୍ରଣାଳୀ ;ପ୍ରଥମେ ପାଳଙ୍ଗ ଶାଗକୁ ଛୋଟଛୋଟ କରି କାଟି ଦିଅନ୍ତୁ ତାପରେ ଆଳୁ ଓ ବାଇଗଣ କୁ ମଧ୍ୟ ଛୋଟଛୋଟ କରି କାଟି ରଖନ୍ତୁ ,ମୁଗଡାଲି କୁ ପାଣିରେ ଭିଜେଇ ରଖନ୍ତୁ .
ତାପରେ ଗ୍ୟାସ ଲଗେଇ ତେଲ ଗରମକରନ୍ତୁ ସେଥିରେ ଜିରା ,ଶୋରିଷ କୁ ପକାନ୍ତୁ ତାପରେ କଟାହୋଇଥିବା ଆଲୁଓବାଇଗଣ କୁ ପକେଇ ଭାଜନ୍ତୁ, ସେଥିରେ ସ୍ୱାଦ ଅନୁସାରେ ଲୁଣ ଏବଂ ହଳଦୀ, କିଛି କଟା କଞ୍ଚାଲଙ୍କା ପକାନ୍ତୁ ଓ ସେଥିରେ ଭିଜା ମୁଗଡାଲି କୁ ପକେଇ ଭାଜନ୍ତୁ କିଛିସମୟ ଭାଜିବା ପରେ ସେଥିରେ କଟା ପାଳଙ୍ଗ ଶାଗ କୁ ପକାନ୍ତୁ ତାକୁ ଭଲ ଭାବରେ ଭାଜି ଦିଅନ୍ତୁ ହୋଇଗଲା ପରେ ଗରମ ଗରମ ଶାଗ ଖରଡ଼ା ଖାନ୍ତୁ ଏବଂ କିପରି ଲାଗୁଚି ଆପଣଙ୍କର ମତାମତ ଜଣାନ୍ତୁ .

MOODISHAA is basically focused on Odisha culture, Odisha Education, Odisha Festivals, Odisha Foods, Odisha Travels, Odisha fashion. Odisha entertainment videos.

Our videos are Odia videos and also free to watch. To get latest updates about our videos subscribe our channel and share and like our videos.

Accordingly its charter objectives are FREE, FAIR and UNBIASED. Moodishaa.com delivers reliable information about Odisha and worlds across Internet.

Dailymotion: https://www.dailymotion.com/moodisha
YouTube: https://www.youtube.com/MOODISHAA
Facebook: https://www.facebook.com/Moodishaa/
YouTube: https://www.youtube.com/kitchenofodisha
Twitter: https://twitter.com/moodishaa
Pinterset: https://in.pinterest.com/moodisha/
Youtube:https://www.youtube.com/channel/UCnD6Vs2hWK14HiASAgUGZ_Q

SOCIAL LINKS:

If you want to invite Kitchen of Odisha camera to your home, then message us at : moodisha.in@gmail.com

----------------------------------
Website: http://kitchenofodisha.com/
Facebook: https://www.facebook.com/kitchenofodisha/
Twitter: https://twitter.com/moodishaa
Google Plus: https://plus.google.com/u/0/+MoOdishaa

This is the Copyright content of moodisha.in Any re-upload (Audio or Video) is strictly prohibited of this content. Legal action will be taken against those who violate the copyright of this content !
Be the first to comment
Add your comment

Recommended