କଂଗ୍ରେସ ଭବନରେ ମୁହାଁମୁହିଁ ୨ ଗୋଷ୍ଠୀ ।
  • 3 years ago
#କଂଗ୍ରେସ_ଭବନରେ_ଧସ୍ତାଧସ୍ତି
'#ଆମକୁ_ବିଜେଡି_ବୋଲି_ଭାବିଛ'
କଂଗ୍ରେସ ଭବନରେ ଆଜି ମୁହାଁମୁହିଁ ହୋଇଛନ୍ତି ୨ ଗୋଷ୍ଠୀ । ସାଧାରଣ ପରିଷଦ ବୈଠକ ପୂର୍ବରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତିରେ ଠେଲାପେଲା ହୋଇଛି । ଓବିସି ସେଲ୍ ଅଧ୍ୟକ୍ଷ ବିଷ୍ଣୁ ବାରିକଙ୍କୁ ତାଲା ପକାଇ ଦେଇଥିଲେ ଗୋଟିଏ ଗୋଷ୍ଠୀ ।
#Odisha #Indian_National_Congress #Odisha_Congress
Recommended