Skip to playerSkip to main content
  • 5 years ago
କଟକ ଏସସିବି ମେଡିକାଲରୁ ଆଜି ଡିସଚାର୍ଜ ହୋଇ ଫୁଲବାଣୀ ମେଡିକାଲକୁ ଗଲା ଜଗା । ଫୁଲବାଣୀରୁ ଆସିଥିବା ଦୁଇ ଜଣିଆ ଡାକ୍ତରୀ ଟିମ୍ ଜଗାର ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରିବା ପରେ ତାକୁ ସେଠାକୁ ନେଇଛନ୍ତି । ତେବେ ଯିବା ପୂର୍ବରୁ କଟକ ଏସସିବି ପରିଶରରେ ଲୋକଙ୍କୁ କଣ କହିଛି ଜଗା ଶୁଣନ୍ତୁ ।

Category

🗞
News
Be the first to comment
Add your comment

Recommended