Skip to playerSkip to main content
  • 5 years ago
ଚାଷୀଙ୍କ ଖାତାକୁ ଗଲା 'କାଳିଆ' ଟଙ୍କା । 42 ଲକ୍ଷ ଚାଷୀ ପରିବାରଙ୍କ ଖାତାକୁ ଗଲା କାଳିଆର 'ଖରିଫ୍ 2021' ର ଟଙ୍କା । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଲେ ମୋ ରାଜ୍ୟର ଚାଷୀ ଭଲରେ ରହୁ । ତାର ରୋଜଗାର ବଢୁ, ତା ପରିବାରରେ ସମୃଦ୍ଧି ଆସୁ । ଏଥିପାଇଁ ମୁଁ କାମ କରୁଛି ଓ କରିଚାଲିବି ।

Category

🗞
News
Be the first to comment
Add your comment

Recommended