Skip to playerSkip to main content
  • 4 months ago
ଜୁଲାଇ ୧୩ ପରେ ଲଘୁଚାପର ସ୍ପଷ୍ଟ ଚିତ୍ର ଆସିବ ବୋଲି IMD ସୂଚନା ଦେଇଥିବା ବେଳେ, ତା ପୂର୍ବରୁ ହୀରାକୁଦ ଜଳଭଣ୍ଡାରର ଜଳ ପରିଚାଳନା ସାରିବାକୁ ଯୋଜନା କରାଯାଇଛି । ରିପୋର୍ଟ- ସଞ୍ଜୀବ ରାୟ

Category

🗞
News

Recommended