Skip to playerSkip to main content
  • 1 hour ago
କଟକ: ଆଜି T20 ବିଶ୍ଵକପର ଫାଇନାଲ ମ୍ୟାଚ । ଅହମ୍ମଦବାଦ ଷ୍ଟାଡିଅମରେ ମୁହାଁ-ମୁହିଁ ହେବେ ଭାରତ ଏବଂ ନ୍ୟୁଜଲାଣ୍ଡ ଦଳ । ଫଳାଫଳ କଣ ହେବ? କିଏ ହାତେଇବ ଟ୍ରଫି? କିଏ ଆଜି ଭଲ ପ୍ରଦର୍ଶନ କରିବ! ଟସ ଆଜି କେତେ ଗୁରୁତ୍ୱପୂର୍ଣ ରହିବ! ଟସ ଜିତିଲେ ଭାରତ ପ୍ରଥମ ବ୍ୟାଟିଂ କରିବ ନାଁ ବୋଲିଂ କରିବ! କ୍ରମାଗତ ଦ୍ୱିତୀୟଥର ପାଇଁ ବିଶ୍ଵକପ ହାତେଇବ କି ଭାରତ! ଅଭିଷେକ ଶର୍ମାଙ୍କ ଫର୍ମ ଭାରତ ପାଇଁ ସମସ୍ୟା କରିବ କି! ସଞ୍ଜୁଙ୍କ ବ୍ୟାଟରୁ ଆଜି ରନ ବର୍ଷା ହେବ! ବୁମରାଙ୍କ ବୋଲିଂ ଆଟକରେ ଚିତ୍‌ପଟାଙ୍ଗ ହେବ କି କିୱି ଦଳ! ବୋଲିଂରେ ଆଜି ଲୟକୁ ଫେରିବେ କି ବରୁଣ! ଭାରତ ପ୍ରଥମ ବ୍ୟାଟିଂ କଲେ କେତେ ସ୍କୋର କରିବ! ହାର୍ଦିକ ପାଣ୍ଡ୍ୟାଙ୍କ ପ୍ରଦର୍ଶନ ଆଜି କେମିତି ରହିବ! ଆଜି କମାଲ କରିବେ କି ଅକ୍ଷର ପଟେଲ! ଆଲେନ, ସେଫାର୍ଟ, ସାଣ୍ଟନର, ରଚିନ ରବିନ୍ଦ୍ରଙ୍କ ଭଳି ଖେଳାଳିଙ୍କୁ କେମିତି ସାମ୍ନା କରିବେ ଭାରତୀୟ ବୋଲର! ଏନେଇ କଣ କହୁଛନ୍ତି ଭରତୀୟ ଫ୍ୟାନ୍ସ.... ସନ ସାଇନ ପଡିଆରୁ ଅଧିକ ଆଲୋଚନା କରିଛନ୍ତି ଆମ କଟକ ସମ୍ବାଦଦାତା ନାରାୟଣ ସାହୁ ।ଏହା ମଧ୍ୟ ପଢନ୍ତୁ:T20 WORLD CUP 2026 FINAL: ତୃତୀୟ T20 ବିଶ୍ୱକପ୍ ଟାଇଟଲଠାରୁ ମାତ୍ର ଗୋଟିଏ ପାଦ ଦୂରରେ ଟିମ୍ ଇଣ୍ଡିଆIND vs NZ Final: ଫାଇନାଲ ପୂର୍ବରୁ ଗାଭାସ୍କରଙ୍କ ବଡ଼ ଭବିଷ୍ୟବାଣୀ; ଏହି ଖେଳାଳିଙ୍କୁ କହିଲେ-'ଜିନିୟସ'ଇଟିଭି ଭାରତ, କଟକ

Category

🗞
News
Transcript
00:00તીતોંટી ઓપાઈં આજી ફાઇનાલ મ્યાજ ખેળાજીવો ભારતે પંગ ન્યજલાન મધ્યાજ હેવો તેબે કીએ
00:06જીતીવો કીએ હરીવો સેટાતો સમવે કહીવો કીંતું ભારત્ય ફાંજ માને ખેળાલી ઓછની કેળાલી
00:24સેમાનુ સાલચના કરીવે કેવે કેવે કામ પર્ફામનેંજ રોચી આજી હેવે હાલ્લો કર્લો કર્લે કેાલે
00:39હવે કર્લ હેવે કેમે કેમે કર્ણ કરીતામ કરીએ કર્લ કેવે નહ્લે કરીસે કરોશંતા કેમે કેથલે
00:57In the second inning, when we were 2-0, we were going to batting, so we were going to balling
01:03first, so we were going to toss.
01:05How did you change the match?
01:09No, when we were in this match, we had a great experience.
01:13We didn't change the match in the semi-final match.
01:16We didn't change the match in the match.
01:20How did you change the match?
01:24We didn't change the match. We struggled with the 50th match.
01:30We had a lot of the match.
01:32How did you change the match in the semi-final match?
01:37How did you change the match?
01:40How did you change the match?
01:42We had a lot of the team.
01:47We had a lot of the team.
01:52We had a lot of the team.
01:53We did not have a lot of the team.
01:56We didn't have a lot of the team.
01:56So, we have a lot of the team, so we had a lot of the team.
02:01How did you change the match?
02:10foreign
02:12foreign
02:13foreign
02:14foreign
02:14foreign
02:17foreign
02:27foreign
02:36foreign
02:37I was like, I said, I have to say,
02:39How did the team go to the team?
02:42I was just talking to the team,
02:44but the team got to see the team in the run-out,
02:49and the fielding strategy,
02:51and the team was still playing.
02:53How did the team go to the team?
02:55I won India.
02:57How many scores you got to?
02:59240-250.
03:30Thank you very much.
03:57Thank you very much.
04:00Thank you very much.
Comments

Recommended