President Murmu's Convocation Speech Interrupted: 9-Minute Power Blackout Shocks Odisha University

  • last year
ଆଜି ରାଷ୍ଟ୍ରପତି ଦ୍ରୌପଦ୍ରୀ ମୁର୍ମୁ ଭାଷଣ ଦେବା ବେଳେ ହଠାତ୍ ଲାଇନ୍ କଟି ଯାଇଥିଲା । ଚାରିଆଡେ ଅନ୍ଧକାରମୟ । ଗୋଟେ ମିନିଟ୍ କି ୨ ମିନିଟ୍ ନୁହେଁ ଦୀର୍ଘ ୯ ମିନିଟ୍ ସମୟ ଧରି ବିଦ୍ୟୁତ୍ କାଟ ହୋଇଥିଲା । ଆଜି ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଦ୍ୱାଦଶ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଅଭଭାଷଷର ପ୍ରଦାନ କରୁବା ବେଳେ ହଠାତ୍ ଲାଇନ୍ କଟିଯାଇଥିଲା । ପାୱାର ଟ୍ରିପ୍ ଯୋଗୁଁ ଏହି ସମୟରେ ବିଦ୍ୟୁତ୍ ସଂଯୋଗ ହଠାତ୍ ବିଚ୍ଛିର୍ଣ୍ଣ ହୋଇଯାଇଥିଲା । ପୂର୍ବାହ୍ନରେ ୧୧ଟା ୫୬ମିନିଟରୁ ୧୨ଟା ୫ଯାଏଁ ଦୀର୍ଘ ୯ମିନିଟ୍ ଧରି ପାୱାର କଟ୍ ହୋଇଥିଲା ।
Welcome to our Dailymotion video! Join us as we bring you the latest update from the convocation ceremony at an Odisha university, where President Murmu's speech was unexpectedly interrupted by a 9-minute power blackout. Witness the surprising turn of events as darkness engulfs the venue, leaving everyone puzzled. Discover the impact of this unexpected occurrence on the ceremony and the reactions of those in attendance. Stay tuned as we delve into the details surrounding this power outage and its implications during a significant moment of President Murmu's speech. Don't miss out on this intriguing incident that unfolded during the convocation ceremony in Odisha
#odishanews #odianews #presidentofindia #droupadimurmu #presidentvisittoodisha #mayubhanj #latestodianews #allodishanews

Recommended