Lawyers Day and 176th Birth Anniversary of Utkal Gourab Madhusudan Das Celebrated with Honor and Respect in Bhadrak Town Hall - A Must Watch!

  • last year
ଭଦ୍ରକରେ ମଧୁବାବୁ ଜୟନ୍ତୀ ଓ ଆଇନଜୀବୀ ଦିବସ ମହାସମାରୋହରେ ପାଳିତ l
ଭଦ୍ରକ, ଭଦ୍ରକ ଟାଉନହଲରେ ଆଜି ଆଇନଜୀବୀ ଦିବସ ଓ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ 176 ତମ ଜନ୍ମ ବାର୍ଷିକ କାର୍ଯ୍ୟକ୍ରମ ମହାସମାରୋହରେ ପାଳିତ ହୋଇଯାଇଛି l ଭଦ୍ରକର ଯୁବ ଉଦ୍ୟୋଗୀ ରାମଚନ୍ଦ୍ର ବେହେରାଙ୍କ ଧରମପତ୍ନୀ ସ୍ବର୍ଗତ କିରଣବାଳା ସ୍ମୃତି କମିଟି ଆନୁକୂଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ସଭାପତିତ୍ୱ କରିଥିଲେ ଭଦ୍ରକ ବାର ଏସୋସିଏସନର ସଭାପତି ନିରାକାର ଯେନା l ଜିଲ୍ଲା ଦୌରାଜଜ ଓ ଅତିତିକ୍ତ ଜିଲ୍ଲା ଦୌରାଜଜଙ୍କ ସମେତ ଅନେକ ଓକିଲ, ସାମ୍ବାଦିକ ଓ ବୁଦ୍ଧିଜୀବୀ ମାନେ ଉପସ୍ଥିତ ଥିଲେ l

The Lawyers Day and 176th Birth Anniversary of Utkal Gourab Madhusudan Das were celebrated with great enthusiasm and respect in Bhadrak Town Hall. The event was attended by lawyers, legal professionals, and local dignitaries who paid tribute to the great leader and his contributions to the legal field.

The video captures the highlights of the event, including speeches by prominent legal figures and the unveiling of a statue of Utkal Gourab Madhusudan Das. The celebration was a testament to the enduring legacy of Madhusudan Das and his influence on the legal profession in India.

If you want to learn more about this special event and pay homage to a true legal icon, don't miss this must-watch video!

Recommended