Skip to playerSkip to main content
  • 23 hours ago
ଭୁବନେଶ୍ବରରେ ଦୁର୍ଗା ମୂର୍ତ୍ତି ବିସର୍ଜନ ପାଇଁ ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ 5ଟି ଅସ୍ଥାୟୀ ପୋଖରୀ ନିର୍ମାଣ କରାଯାଇଛି । କୁଆଖାଇରେ ତିନିଟି ଏବଂ ଦୟାନଦୀରେ ହୋଇଛି ଦୁଇଟି ପୋଖରୀ। ରିପୋର୍ଟ- ବିକାଶ ଦାସ

Category

🗞
News

Recommended