Skip to playerSkip to main content
  • 30 minutes ago
ଗତକାଲି ବିଳମ୍ବିତ ରାତିରେ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ୍‌ ଅନ୍ତର୍ଗତ ଦେଉଳପଡ଼ା ପଞ୍ଚାୟତର ଓରତ ଗ୍ରାମ ନିକଟରେ ପ୍ରସୂତିଙ୍କୁ ନେଇ ଡାକ୍ତରଖାନା ଯାଉଥିବା ଆମ୍ବୁଲାନ୍ସ ଖରାପ ହୋଇଯାଇଥିଲା । ରିପୋର୍ଟ: ରାଧାକାନ୍ତ ମହାନ୍ତି

Category

🗞
News
Comments

Recommended