Skip to playerSkip to main content
  • 4 minutes ago
ପୁରୀ: 47 ବର୍ଷ ପରେ ଆସିଛି ମାହାର୍ଘ୍ୟ ମୁହୂର୍ତ୍ତ  । ଆସନ୍ତାକାଲି (ମାର୍ଚ୍ଚ 25)ଠୁ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଅଳଙ୍କାରର ଗଣତି ମଣତି ପର୍ବ ଆରମ୍ଭ ହେବ । 1978 ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟଙ୍କ ସମୟରେ ଶେଷ ଥର ପାଇଁ ଖୋଲା ଯାଇଥିଲା ରତ୍ନଭଣ୍ଡାର । 1978 ମେ 13ରୁ ଜୁଲାଇ 23, 70 ଦିନ ଧରି ଚାଲିଥିଲା ଗଣନା ପ୍ରକ୍ରିୟା । 1979 ମାର୍ଚ୍ଚରେ କମିଟିର ରିପୋର୍ଟ ଅନୁସାରେ ଅଳଙ୍କାର ତାଲିକା ପ୍ରସ୍ତୁତ କରାଯାଇଥିଲା । ସେତେବେଳେ ରତ୍ନଭଣ୍ଡାରରେ କେତେ ଅମୂଲ୍ୟ ଅଳଙ୍କାର ଥିଲା, ଏବଂ ବର୍ତ୍ତମାନ କେତେ ରହିଛି, ତାର ହିସାବ ନୂଆ ଗଣତି ପରେ ହିଁ ଜଣାପଡ଼ିବ । ତେବେ ଶ୍ରୀମନ୍ଦିର ପରିସରରରେ ଥିବା ରତ୍ନଭଣ୍ଡାରରେ ରହିଛି ଦୁଇଟି କକ୍ଷ, ଭିତର ଏବଂ ବାହାର ରତ୍ନଭଣ୍ଡାର ।  ବାହାର ଭଣ୍ଡାରରେ ଥିବା ସ୍ବର୍ଣ୍ଣ ଅଳଙ୍କାର ମହାପ୍ରଭୁଙ୍କ ନୀତିକାନ୍ତିରେ ବ୍ୟବହୃତ ହୁଏ । 2024 ଜୁଲାଇ 14ରେ ଖୋଲାଯାଇଥିଲା ଜଗନ୍ନାଥଙ୍କ ରତ୍ନଭଣ୍ଡାର । ତେବେ ରତ୍ନଭଣ୍ଡାରରେ ମହାପ୍ରଭୁଙ୍କ କେତେ ଅଳଙ୍କାର ରହିଛି ତାହା ଦେଖିବା ପାଇଁ ସାରା ବିଶ୍ବ ଚାହିଁ ରହିଛି ।

ଏହା ମଧ୍ୟ ପଢନ୍ତୁ:'ଦିଲ୍ଲୀପ ରାୟଙ୍କ ଫୋନ ଆସିଥିଲା, ହେଲେ...' - CPIM MLA LAXMAN MUNDA - SUNDARGARH BONAI CONSTITUENCY

Category

🗞
News
Transcript
00:03મહા પ્રભુંકા મહાર્ગ્ય મહર્તા બિશ્વ દેખીવ ચતોર્ધા મૂર્તિંકા રતન સંભારા અરતન સંભારા અ�
00:18મહાર્ગ્ય મહર્તા મહાર્ચ 25 રુ મહાપ્રભુંકા રતન ભંડારા અળંકારા ગણતી મણતી પર્ભા
00:261998 મસેરે તતકાળીન મુખ્ય મંત્રી નિળબણી રાઉતરાઇંકા સમહઈરે સેસ્તરોપહાઈ ખુલા જયિથલા રતન ભ�
00:52બર્તવાન કેતે રહી છે તાર હીસાબ નુઓા ઘણતી પરે હીં જણા પડીઓ
00:59સ્રિમંધીર પરીસાર રતન ભંડાર રહી છે દુઈટી કથ્યા ભીતર એબં બહાર રતન ભંડાર
01:06બહાર રતન ભંડાર રતન ભંડાર રતન ભંડાર તિબા સરના અળંકાર મહા પ્રભંકા નિતિરે વ્યવરુતા હોઈ થ
01:29એવું પોણીથારે રતન ભંડારે રખા જાઈ થલા મહા પ્રભુંકા અળંકારા
01:36પૂરીરુ સકતે પ્રસાદ મિશરંગર પોટ ઇટિભી ભારાત
Comments

Recommended