Skip to playerSkip to main content
  • 1 week ago
ଆସନ୍ତା ଫେବୃଆରୀ 4ରେ ତିନି ଦିନିଆ ମୟୂରଭଞ୍ଜ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି । ଏକାଧିକ କାର୍ଯ୍ୟକ୍ରମରେ ଯୋଗ ଦେବେ । ଚକାଚକ୍‌ ହେଉଛି ପାହାଡପୁର ଗାଁ । ସ୍କୁଲଠୁ ରାସ୍ତାଘାଟ ସଜେଇ ହେଉଛି ।

Category

🗞
News
Comments

Recommended