Skip to player
Skip to main content
Search
Connect
Watch fullscreen
Like
Bookmark
Share
More
Add to Playlist
Report
ବାଲିଯାତ୍ରାରେ ମୁଖ୍ୟ ଆକର୍ଷଣ ସାଜିବ ବୋଇତ, ଲାଗିଛନ୍ତି 60 କାରିଗର
ETVBHARAT
Follow
3 months ago
Traditional Boita Cuttack Baliyatra, କଟକ: ଏଥର ବାଲିଯାତ୍ରାରେ ଆକର୍ଷଣ ସାଜିବ ଓଡ଼ିଆ ପରମ୍ପରାର ଏକ ମୁଖ୍ୟ ଅଂଶ 'ବୋଇତ' । କଟକ ମହାନଦୀ ପଠାରେ ଚାଲିଛି ବିଶାଳ ବୋଇତର ନିର୍ମାଣ ପ୍ରକ୍ରିୟା । ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ବର୍ଷା ସାଜିଛି ପ୍ରତିବନ୍ଧକ । ତଥାପି କାରିଗରମାନେ ଏହାର ନିର୍ମାଣ କାର୍ଯ୍ୟ ଯଥାସମୟ ମଧ୍ୟରେ ସାରିବାକୁ ଲାଗିପଡ଼ିଛନ୍ତି ।ବୋଇତରେ ଆଧୁନିକ ବ୍ୟବସ୍ଥା:ବାଲିଯାତ୍ରାରେ ଓଡ଼ିଆ ପରମ୍ପରାକୁ ବଞ୍ଚାଇ ରଖିବାକୁ ଏହା ଏକ ଅନନ୍ୟ ପ୍ରୟାସ । ଏନେଇ ଦେଢମାସ ଆଗରୁ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଏହା ବାଲିଯାତ୍ରାର ସ୍ବର୍ଣ୍ଣିମ ଇତିହାସ ସମ୍ପର୍କିତ ତଥ୍ୟ ଦେବ । ବୋଇତରେ ସୋଲାର ପ୍ୟାନେଲର ବ୍ୟବହାର ସମେତ ମ୍ୟୁଜିକ୍ ସିଷ୍ଟମର ମଧ୍ୟ ବ୍ୟବସ୍ଥା କରାଯାଇଛି । ଏଥିରେ ବିଶେଷ କରି ଓଡ଼ିଆ ସଙ୍ଗୀତକାର ଓ ଅକ୍ଷୟ ମହାନ୍ତିଙ୍କ ସଙ୍ଗୀତ ବାଜିବ ବୋଲି କୁହାଯାଇଛି ।
ନୌକା ବିହାରର ଆନନ୍ଦ ନେବେ ପର୍ଯ୍ୟଟକ:ଉଭୟ ଭିଆପି ତଥା ସାଧାରଣ ଲୋକ ଏହି ବୋଇତରେ ଭ୍ରମଣ କରିପାରିବେ । ବାଲିଯାତ୍ରା ଉଦଘାଟିତ ହେବା ପରେ ସାଧାରଣ ଲୋକମାନେ ନୌକା ବିହାରର ଆନନ୍ଦ ପ୍ରଦାନ କରିବ । ବାଲିଯାତ୍ରା ପରେ ବୋଇତଟି କଟକ ଗଡ଼ ଗଡ଼ିଆ ଘାଟରେ ରଖାଯିବ । ଯାହା ବର୍ଷ ତମାମ ପର୍ଯ୍ୟଟକମାନଙ୍କୁ ମହାନଦୀରେ ନୌକା ବିହାର କରିବା ଲାଗି ସେବା ଯୋଗାଇ ଦେବ । ଚଳିତବର୍ଷ ବାଲିଯାତ୍ରାରେ ଏହି ବୋଇତ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ ବୋଲି ଆଶା କରାଯାଉଛି । ଏହାକୁ ସମ୍ପୂର୍ଣ୍ଣ ଜୀବନ୍ତ ଆକାର ଦେବାଲାଗି ପ୍ରାୟ 60 ଜଣ କୁଶଳୀ କାରିଗର ଲାଗି ପଡିଛନ୍ତି ।
ଏହା ମଧ୍ୟ ପଢନ୍ତୁ: ବାଲାଜୀ ମନ୍ଦିରକୁ ଆସିଲେ ବିରଳ ଅତିଥି, ନାଁ ରାଧା-କୃଷ୍ଣଇଟିଭି ଭାରତ, କଟକ
Category
🗞
News
Transcript
Display full video transcript
00:00
foreign
00:17
foreign
00:30
I also like the thing, I call it a lot, I love it. Select music, like it, the solar, I love it.
00:40
In the past, I'll be able to park the lawn into some buildings.
00:47
So, I'd like to leave the grass as soon as possible.
00:51
That's a very latest design.
00:53
the traditional
00:55
the
00:57
the
00:59
the
01:01
the
01:03
the
01:05
the
01:07
the
01:09
the
01:11
the
01:13
the
01:15
the
Be the first to comment
Add your comment
Recommended
1:27
|
Up next
ବିକଶିତ ଭାରତ ସଂକଳ୍ପ ପୂର୍ଣ୍ଣ ପାଇଁ ମହାପ୍ରଭୁଙ୍କୁ ପ୍ରାର୍ଥନା କଲି: ଲୋକସଭା ବାଚସ୍ପତି
ETVBHARAT
5 months ago
1:28
ରସଗୋଲା ଦିବସର ଶୁଭେଚ୍ଛା ଦେଲେ ସୁଦର୍ଶନ, ବାଲୁକାରେ ଗଢିଲେ ରସଗୋଲା ଭରା 100ଟି କୁଡୁଆ
ETVBHARAT
6 months ago
1:10
ବାଲୁକା କଳାରେ ଗୁଣ୍ଡିଚା ଯାତ୍ରା, ମହାପ୍ରଭୁଙ୍କ 101 ପ୍ରତିକୃତି ଗଢିଦେଲେ ସୁଦର୍ଶନ
ETVBHARAT
7 months ago
1:07
ନେପାଳରେ ଶାନ୍ତି ଫେରାଇ ଆଣିବାକୁ ବାଲୁକା କଳାରେ ସୁଦର୍ଶନଙ୍କ ବାର୍ତ୍ତା
ETVBHARAT
4 months ago
1:46
ବାଲୁକା ଚିତ୍ରକଳାରେ ପ୍ରବାସୀ ଭାରତୀୟଙ୍କୁ ସ୍ବାଗତ
ETVBHARAT
1 year ago
1:51
ସାନ୍ତାଳୀ ଭାଷା ଦିବସ: ରଘୁନାଥ ମୁର୍ମୁଙ୍କ ସ୍ମୃତି ସାଉଁଟିଲେ ବିଧାୟକ, ନାଚ ଗୀତରେ ଝୁମିଲା ମୟୂରଭଞ୍ଜ
ETVBHARAT
4 weeks ago
4:33
ବିନ୍ଦୁ ସାଗରରେ ଭାସିଲା ଧର୍ମର ଡଙ୍ଗା, ଉଜ୍ଜୀବିତ ହେଲା ନୌବାଣିଜ୍ୟ ପରମ୍ପରା
ETVBHARAT
2 months ago
3:13
ଜଗା ପ୍ରେମ: 43 ବର୍ଷ ଧରି ଖାଲି ପାଦରେ ଯାଜପୁରରୁ ଆସୁଛନ୍ତି ପୁରୀ
ETVBHARAT
7 months ago
5:01
ବୌଦ୍ଧରେ ରଥଯାତ୍ରା; ବିଗ୍ରହଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼, ରଥ ଛୁଇଁଲେ କୁନି ଶିଶୁ
ETVBHARAT
7 months ago
1:04
କେରଳର ପାହାଡ଼ରେ ମନଲୋଭା ସୌନ୍ଦର୍ଯ୍ୟ ପରିବେଶ ସୃଷ୍ଟି କରୁଛି 'ଆଫ୍ରିକାନ୍ ଟୁଲିପ୍'
ETVBHARAT
3 months ago
3:26
ସବୁଜ ଦୀପାବଳି ପାଳିବେ ବସ୍ତି ପିଲା, ପ୍ରଦୂଷଣ ରୋକିବାକୁ ଦିଆଗଲା ବାର୍ତ୍ତା
ETVBHARAT
3 months ago
2:28
ଆସନ୍ତାକାଲି କାର୍ତ୍ତିକ ପୂର୍ଣ୍ଣିମା, ସଫା ହେଲା ବିନ୍ଦୁ ସାଗର, ବଢୁଛି ସୋଲ ଡ଼ଙ୍ଗାର ଚାହିଦା
ETVBHARAT
3 months ago
5:34
ବୋଇତ ବନ୍ଦାଣ ଉତ୍ସବ ପାଳିଲେ ନୟାଗଡ଼ବାସୀ, ସାମିଲ ହେଲେ ଅଭିନେତ୍ରୀ ଶୀତଲ ଓ ବାଚସ୍ପତି
ETVBHARAT
2 months ago
3:31
ରାଜଧାନୀରେ ନିଆରା ରକ୍ଷା ବନ୍ଧନ, ଗଛରେ ଅର୍ଗାନିକ ରାକ୍ଷୀ ବାନ୍ଧିଲେ ମହିଳା
ETVBHARAT
5 months ago
1:27
ଆରମ୍ଭ ହେଲା ଛଟ୍ ମହାପର୍ବ, 'ନାହାୟ-ଖାୟ' ପାଳିଲେ ଶ୍ରଦ୍ଧାଳୁ
ETVBHARAT
3 months ago
2:56
ବ୍ରହ୍ମପୁର ମଣ୍ଡଳ କାରାଗାରରେ ପାଳିତ ହେଲା ଶହୀଦ ଲକ୍ଷ୍ମଣ ନାୟକଙ୍କ 126 ତମ ଜୟନ୍ତୀ
ETVBHARAT
2 months ago
1:25
ବାଲୁକାରେ ମହାପ୍ରଭୁଙ୍କ ପ୍ରତିକୃତି, ବାହୁଡା ଶୁଭେଚ୍ଛା ଜଣାଇଲେ ସୁଦର୍ଶନ
ETVBHARAT
7 months ago
1:12
ବାଲୁକା କଳାରେ ପହଲଗାମ ମୃତକଙ୍କୁ ସୁଦର୍ଶନଙ୍କ ଶ୍ରଦ୍ଧାଞ୍ଜଳି
ETVBHARAT
9 months ago
3:37
ପାରମ୍ପାରିକ ବାଦ୍ୟରେ ପ୍ରକମ୍ପିତ ପରିବେଶ, ମା' ଡୋକରିଙ୍କ ଛତର ଯାତ୍ରା ଅନୁଷ୍ଠିତ
ETVBHARAT
4 months ago
2:28
'ମୁରୁଜରେ ମୋ ଜଗନ୍ନାଥ' ପଥ ମହୋତ୍ସବ ଜରିଆରେ ସଂସ୍କୃତି ଓ ପରମ୍ପରା ସୁରକ୍ଷା ପ୍ରୟାସ
ETVBHARAT
2 months ago
3:15
Watch: ରଣପୁର ମହୋତ୍ସବ 'ଅର୍ଜୁନ', ଓଡ଼ିଶୀ ନୃତ୍ୟ-ମେଲୋଡିରେ ଝୁମିଲେ ଦର୍ଶକ
ETVBHARAT
1 week ago
1:10
ଯାଜପୁରରେ ସ୍ବର୍ଣ୍ଣଧନୁକୁ ବିପୁଳ ସ୍ବାଗତ, ବିରଜା ମନ୍ଦିରରେ ପୂଜାର୍ଚ୍ଚନା
ETVBHARAT
2 days ago
5:34
किसान, युवा और महिलाएं भी बन सकती हैं उद्यमी; इंडिया फूड एक्सपो में मिल रहे टिप्स
ETVBHARAT
34 minutes ago
1:26
सतना में जीवन रक्षक बना मोबाइल फोन, ऑटो चालक के सीने में लगी गोली फिर भी रहा सेफ
ETVBHARAT
37 minutes ago
1:19
बाड़मेर अस्पताल में गूंजी किलकारियां, महिला ने एक साथ तीन बच्चों को दिया जन्म
ETVBHARAT
49 minutes ago
Be the first to comment