ଫ୍ୟାକ୍ଟ ଓଡ଼ିଶା ପାଇଲା ୮୦୦ ଟଙ୍କାର ଘଣ୍ଟା ମାତ୍ର ୪୦୦ ଟଙ୍କାରେ || WALRUS Watch Hands On || FYND Shopping
  • 6 years ago
ଦର୍ଶକବନ୍ଧୁ,
କିଛି ଦିନ ତଳେ ମୁଁ FYND ଆପ ବିଷୟରେ କହିଥିଲି। କିପରି କୌଣସି ବି ଜିନିଷ କୁ ଅଧା ଟଙ୍କାରେ କିଣିବେ ସେ ବିଷୟରେ ବି କହିଥିଲି।ଆଜି ର ବିଷୟବସ୍ତୁ ମଧ୍ଯ ସେଇଆ। ମୁଁ ଏକ ହାତ ଘଣ୍ଟା ର Unboxing କରିଛି ଯାହାର ମୂଲ୍ୟ ୮୦୦ ଟଙ୍କା ଏବଂ ତାକୁ ଫ୍ୟାକ୍ଟ ଓଡ଼ିଶା ୪୦୦ ଟଙ୍କାରେ କିଣିଲା କେବଳ ଏହି FYND APPLICATION ଯୋଗୁ। ଆଶା କରୁଛି ଭିଡିଓ ଟି ଆପଣଙ୍କୁ ଭଲ ଲାଗିବ।


ଫ୍ୟାକ୍ଟ ଓଡ଼ିଶା in Dailymotion Now
https://goo.gl/GfzBSn

~~~~~~~~~~~~~~~~~~~~~~~

Hello Friends,
Welcome To Our Odia Dailymotion Channel FACTODISHA.
Here You'll Get All Types 0f TECHNICAL Knowledge & scientific facts.
I make special videos on Every Saturday or Sunday.

For Any Business Inquiries Visit
factodisha@gmail.com

Our Facebook Page for Latest News

https://facebook.com/factodisha

I'm Me Here

https://facebook.com/slovespriya

https://twitter.com/slovespriya

https://instagram.com/slovespriya

Thanks for Support
Recommended