Skip to main content
TECHNWEB

TECHNWEB

@sunadhar60
0 followers
ନମସ୍କାର ଦର୍ଶକ ବନ୍ଧୁ :
ଆମ ଚ୍ୟାନ୍ନେଲ ରେ ଆପଣ ମାନଙ୍କୁ ସବୁବେଳେ ସ୍ଵାଗତ କରୁଛୁ !
ଏଇ TechNweb ଚ୍ୟାନ୍ନେଲଟି Technical Education ପାଇଁ ତିଆରି କରାଯାଇଛି, ଏଇ ଚ୍ୟାନନେଲରେ online earning, ମୋବାଇଲ ଟିପ୍ସ ଓ ଟ୍ରିକ୍ସ ଗୁଡିକ ,କମ୍ପୁଟର ର ହାର୍ଡୱେର ଆଉ ସୋଫ୍ଟୱେର ଉପରେ ,ଇଣ୍ଟର୍ନେଟ ର ସୋସିଆଲ ମେଡିଆ ,ବ୍ଲୋଗିଙ୍ଗ ଠାରୁ ୱେବସାଇଟ ତିଆରି କରିବା ଯାଏଁ ଆଉ ସରକାରୀ ଯୋଜନା ଗୁଡିକର ଭିଡିଓ ଗୁଡିକ ଓଡିଆ ଭାଷାରେ ଟୁଟୋରିଅଲ ମାଧ୍ୟମରେ ଆମ ଚ୍ୟାନ୍ନେଲରେ ଆପଣ ଦେଖିବାକୁ ପାଇବେ |
TechNweb ଚ୍ୟାନ୍ନେଲଟିକୁ ଯୋଡି ହୋଇ ରଇବା ପାଇଁ ଚ୍ୟାନ୍ନେଲ ଟି କୁ SUBSCRIBE କରନ୍ତୁ ଆଉ ପାଖରେ ଥିବା ଘଣ୍ଟିକୁ All Notification କରନ୍ତୁ , ସେଥିପାଇଁ ଆମ ଚ୍ୟାନ୍ନେଲ ର Latest ନୂଆ ଭିଡିଓ ଗୁଡିକ ଆପଣ ସର୍ବପ୍ରଥମେ ଦେଖିପାରିବେ |
==================================================================================================
Contact us
Email : sunadhar60@gmail.com
Mobile : 8895395319
Whatsapp : 8917423283